ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ଓ ତାଙ୍କ ଭାଇ ଗିରଫ

ଆନନ୍ଦପୁର (ମୁନ୍ନା ସିଂ): ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି । ଥାନାରେ ପୁଲିସ କର୍ମଚାରୀଙ୍କ ସହିତ ଗଣ୍ଡଗୋଳ ଅଭିଯୋଗରେ ଘଷିପୁରା ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି। ଗତକାଲି ରାତିରେ ସୁରେଶ ସାହୁଙ୍କ ଭାଇ ରାଜେନ୍ଦ୍ର ସାହୁ ଟାଉନ୍‌ରେ ହୋହଲ୍ଲା କରୁଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ଥାନାକୁ ନେଇଆସିଥିଲା। ଏ ସମ୍ପର୍କରେ ଖବର ପାଇ ସୁରେଶ ସାହୁ ଓ ତାଙ୍କ ସାନଭାଇ ଜିତେନ୍ଦ୍ର ଆସି […]

former-vice-chairman-of-anandpur-nac-and-his-brother-arrested

Manoranjan Sial
  • Published: Saturday, 06 April 2019
  • Updated: 06 April 2019, 06:17 PM IST

Sports

Latest News

ଆନନ୍ଦପୁର (ମୁନ୍ନା ସିଂ): ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି । ଥାନାରେ ପୁଲିସ କର୍ମଚାରୀଙ୍କ ସହିତ ଗଣ୍ଡଗୋଳ ଅଭିଯୋଗରେ ଘଷିପୁରା ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି।

ଗତକାଲି ରାତିରେ ସୁରେଶ ସାହୁଙ୍କ ଭାଇ ରାଜେନ୍ଦ୍ର ସାହୁ ଟାଉନ୍‌ରେ ହୋହଲ୍ଲା କରୁଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ଥାନାକୁ ନେଇଆସିଥିଲା। ଏ ସମ୍ପର୍କରେ ଖବର ପାଇ ସୁରେଶ ସାହୁ ଓ ତାଙ୍କ ସାନଭାଇ ଜିତେନ୍ଦ୍ର ଆସି ଥାନାରେ ପହଞ୍ଚିଥିଲେ। ସେମାନେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ସୁରେଶ ଓ ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story