ଭକୁଆ ବନିଗଲେ; ଖେଳଣା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌

ଢେଙ୍କାନାଳ: ଖେଳାଣା ବନ୍ଧୁକ ଦେଖାଇ ଲୁଟ୍‌। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ଆଜି ଦିନ ଦ୍ୱି’ପ୍ରହରରେ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ସିମିନଇ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ପଶି କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ୪,୮୦,୦୦୦ ଟଙ୍କା ଲୁଟି ନେଇଛନ୍ତି। ଏପରିକି ବ୍ୟାଙ୍କର ୪ଟି ସିସିଟିଭି ଓ କମ୍ପ୍ୟୁଟର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନେଇ ଅଭିଯୋଗ ହେବା ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଘଟଣାସ୍ଥଳରେ […]

dkl bank loot

dkl bank loot

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 05:03 PM IST

ଢେଙ୍କାନାଳ: ଖେଳାଣା ବନ୍ଧୁକ ଦେଖାଇ ଲୁଟ୍‌। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ଆଜି ଦିନ ଦ୍ୱି’ପ୍ରହରରେ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ସିମିନଇ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ପଶି କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ୪,୮୦,୦୦୦ ଟଙ୍କା ଲୁଟି ନେଇଛନ୍ତି। ଏପରିକି ବ୍ୟାଙ୍କର ୪ଟି ସିସିଟିଭି ଓ କମ୍ପ୍ୟୁଟର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନେଇ ଅଭିଯୋଗ ହେବା ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବନ୍ଧୁକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story