ଜଳ ଭିତରେ ଛପି ଥିଲା ଯମ, ଫେରିଲେନି ୪ ଭଉଣୀ

ଖୋର୍ଦ୍ଧା/ଲମତାପୁଟ (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ଲିଭିଗଲା ୪ଟି ଜୀବନ। ବୁଡ଼ିଗଲେ ୪ ଭଉଣୀ। ଖୋର୍ଦ୍ଧାରେ ମାମୁ ଘରକୁ ବୁଲିବାକୁ ଯାଇଥିବା ଦୁଇ ଭଉଣୀ ଗାଧୋଉଥିବା ବେଳେ ବୁଡ଼ି ଯାଇଥିବା ବେଳେ ଲମତାପୁଟରେ ନାଳରେ ଭାସିଗଲେ ଦୁଇ ଭଉଣୀ। ଆଜି ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖରା ଛୁଟି ଚାଲିଛି। ସ୍କୁଲ ଛୁଟି ହେବାରୁ ୯ମ ଶ୍ରେଣୀରେ ପଢ଼ୁଥିବା ଲୋପାମୁଦ୍ରା ଜେନା ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରୁଷନା ଜେନା […]

four sister drowned in water

four sister drowned in water

Rakesh Mallick
  • Published: Monday, 28 May 2018
  • Updated: 28 May 2018, 08:57 PM IST

Sports

Latest News

ଖୋର୍ଦ୍ଧା/ଲମତାପୁଟ (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ଲିଭିଗଲା ୪ଟି ଜୀବନ। ବୁଡ଼ିଗଲେ ୪ ଭଉଣୀ। ଖୋର୍ଦ୍ଧାରେ ମାମୁ ଘରକୁ ବୁଲିବାକୁ ଯାଇଥିବା ଦୁଇ ଭଉଣୀ ଗାଧୋଉଥିବା ବେଳେ ବୁଡ଼ି ଯାଇଥିବା ବେଳେ ଲମତାପୁଟରେ ନାଳରେ ଭାସିଗଲେ ଦୁଇ ଭଉଣୀ। ଆଜି ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଖରା ଛୁଟି ଚାଲିଛି। ସ୍କୁଲ ଛୁଟି ହେବାରୁ ୯ମ ଶ୍ରେଣୀରେ ପଢ଼ୁଥିବା ଲୋପାମୁଦ୍ରା ଜେନା ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରୁଷନା ଜେନା ମାମୁ ଘର ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଞ୍ଚାୟତ ଓରମି ଗାଁକୁ ଯାଇଥିଲେ। ଭାବିଥିଲେ ଖରା ଛୁଟିକୁ ପୂରା ଉପଭୋଗ କରିବେ। ହେଲେ ଅଧା ରାସ୍ତାରେ ବସିଥିଲେ ଜମ। ସେମାନଙ୍କୁ ସାଥୀରେ ନେଇଗଲା। ଆଜି ଦୁଇ ଭଉଣୀ ପୋଖରୀରେ ଗାଧୋଇଥିବା ବେଳେ ବୁଡ଼ି ଗଲେ। ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦୁଇ ଭଉଣୀଙ୍କ ଘର କୁହୁଡି ପଞ୍ଚାୟତ ସୋରଣ ଗାଁର ବୋଲି ଜଣାପଡ଼ିଛି।

ସେପଟେ ଲମତାପୁଟ ଆଉଡ଼ିପଡ଼ା ଗାଁରେ ଥିବା ନାଳରେ ଭାସିଯାଇ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଦୁଇ ଭଉଣୀ ବାପା-ମାଆଙ୍କ ସହ ବିଲକୁ ଯାଇଥିଲେ। ବାପା-ମାଆ କାମ କରୁଥିବା ବେଳେ ଦୁଇ ଭଉଣୀ ଭାସି ଯାଇଥିଲେ। ଲମତାପୁଟ ପୋଲିସ ସେମାନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story