ସମ୍ୱଲପୁର ବିଜେଡିରେ ଫାଟ! ପ୍ରତାପ ଦେବଙ୍କୁ ଜିଲ୍ଲା ସଭାପତି ଓ ରେଙ୍ଗାଲି ବିଧାୟକଙ୍କ ବିରୋଧ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରତାପ ଦେବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକ ଫେରାଦ ହେବେ। ଏନେଇ ଉଭୟ ନେତା ସ୍ପଷ୍ଟ କରିଛନ୍ତି। ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ବିଶାଳ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ହେଲେ ସେଠାକୁ ତାଙ୍କୁ ନ ଡକା ଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ […]

pratap

pratap

Jitendra Garnayak
  • Published: Saturday, 12 January 2019
  • Updated: 12 January 2019, 08:48 AM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରତାପ ଦେବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକ ଫେରାଦ ହେବେ। ଏନେଇ ଉଭୟ ନେତା ସ୍ପଷ୍ଟ କରିଛନ୍ତି।

ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ବିଶାଳ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ହେଲେ ସେଠାକୁ ତାଙ୍କୁ ନ ଡକା ଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ।

bjdସେ କହିଛନ୍ତି,“ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାଂସଦ ପ୍ରତାପ ଦେବଙ୍କ ନେତୃତ୍ୱରେ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ତେବେ ମୋତେ ସେଠାକୁ ଡକା ଯାଇ ନଥିଲା। ଏହା ମୋତେ ଗଭୀର ଆଘାତ ଦେଇଛି। ଏନେଇ ମୁଁ ଦଳର ସୁପ୍ରିମୋଙ୍କୁ ସାକ୍ଷାତ କରି ଅଭିଯୋଗ କରିବି।”

ସେହିପରି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ ମଧ୍ୟ ଖୋଲାଖୋଲି କହିଛନ୍ତି,“ ଏନେଇ ପର୍ଯ୍ୟବେକ୍ଷକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି। ଗୋଶାଳା କାର୍ଯ୍ୟକ୍ରମ ବାବଦରେ ମୋତେ ସୂଚନା ମଧ୍ୟ ଦିଆଯାଇ ନଥିଲା।”

ଅନ୍ୟପକ୍ଷରେ ଏହି କର୍ମୀସମ୍ମିଳନୀରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

raseshawreeପ୍ରତାପ ଦେବଙ୍କୁ ଦଳର ସମ୍ବଲପୁର ଜିଲ୍ଲା ସଭାପତି ଓ ରେଙ୍ଗାଲି ବିଧାୟକଙ୍କ ବିରୋଧ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ରାତି ଅଧରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ଜମନକିରା ପଡ଼ିଆରେ ହେବାକୁ ଥିବା ବିଜୁ ଯୁବ ଛାତ୍ର ସମାବେଶକୁ ନେଇ ମଧ୍ୟ ବିବାଦ ଉପୁଜିଛି। ଏହି କାର୍ଯ୍ୟକ୍ରମରେ କୌଣସି ଯୁବଛାତ୍ର ନେତାଙ୍କ ନାଁ ନଥିବାରୁ ଏହାକୁ ବିରୋଧ କରାଯାଇଛି। ବ୍ୟାନର ବଦଳା ନଗଲେ ପ୍ରତାପ ଦେବଙ୍କୁ ବିରୋଧ କରାଯିବ ବୋଲି ଛାତ୍ରନେତା କହିଛନ୍ତି। ହେଲେ ଏହି ସବୁ ପ୍ରସଙ୍ଗରେ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story