‘କାଳିଆ’ ଭଳି ‘ପିଏମ୍‌-କିଷାନ’ରେ ହୋଇଛି ଗୋଳିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କାଳିଆ ଭଳି ପିଏମ୍‌-କିଷାନ ଯୋଜନା ମଧ୍ୟ ହୋଇଛି ଗୋଳିଆ। ଗଦା ଗଦା ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି କୋଟି କୋଟି ଟଙ୍କା। କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ଓଡ଼ିଶାରୁ ୮ ହଜାର ୭୯୦ ଜଣ ଅଯୋଗ୍ୟ ହିତାଧୀକାରୀ ପିଏମ୍‌-କିଷାନ ଯୋଜନାରେ ଟଙ୍କା ପାଇଛନ୍ତି। ବିଭିନ୍ନ କିସ୍ତିରେ ବେଆଇନ୍‌ ଭାବେ ହାତେଇଛନ୍ତି ୪ କୋଟି ୬୮ ଲକ୍ଷ ଟଙ୍କା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରୁ ଟଙ୍କାଟିଏ ମଧ୍ୟ ଆଦାୟ ହୋଇପାରିନି। ତେବେ କେମିତି […]

pm-kissan

pm-kissan

Manoranjan Sial
  • Published: Wednesday, 03 February 2021
  • Updated: 03 February 2021, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କାଳିଆ ଭଳି ପିଏମ୍‌-କିଷାନ ଯୋଜନା ମଧ୍ୟ ହୋଇଛି ଗୋଳିଆ। ଗଦା ଗଦା ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି କୋଟି କୋଟି ଟଙ୍କା। କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ଓଡ଼ିଶାରୁ ୮ ହଜାର ୭୯୦ ଜଣ ଅଯୋଗ୍ୟ ହିତାଧୀକାରୀ ପିଏମ୍‌-କିଷାନ ଯୋଜନାରେ ଟଙ୍କା ପାଇଛନ୍ତି। ବିଭିନ୍ନ କିସ୍ତିରେ ବେଆଇନ୍‌ ଭାବେ ହାତେଇଛନ୍ତି ୪ କୋଟି ୬୮ ଲକ୍ଷ ଟଙ୍କା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରୁ ଟଙ୍କାଟିଏ ମଧ୍ୟ ଆଦାୟ ହୋଇପାରିନି। ତେବେ କେମିତି ଏତେ ସଂଖ୍ୟକ ଅଯୋଗ୍ୟ ଟଙ୍କା ପାଇଲେ? କେନ୍ଦ୍ରକୁ କିଏ ଦେଲା ଏମାନଙ୍କ ତାଲିକା? ପିଏମ୍‌-କିଷାନର ଗାଇଡ୍‌ଲାଇନ ଅନୁସାରେ ରାଜ୍ୟ ସରକାରଙ୍କଠାରୁ ଯୋଗ୍ୟ ଚାଷୀଙ୍କ ତାଲିକା ପାଇବା ପରେ କେନ୍ଦ୍ର ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥାଏ। ଆଉ ସେହି ତାଲିକାରେ ଅଯୋଗ୍ୟ ପଶି ଯାଇଥିବା ଜଣାପଡ଼ିବା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ରାଜ୍ୟ ସରକାରଙ୍କ ଭୁଲ ତାଲିକା ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌-କିଷାନ୍‌ ଟଙ୍କା ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଦାୟୀ। ସେ ଟଙ୍କା ଆଦାୟ କରାଯାଉ।”

ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, “ରାଜ୍ୟ ସରକାର ପିଏମ୍‌-କିଷାନ୍‌ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିଛନ୍ତି। ଯେଉଁ ଅଧିକାରୀମାନେ ଏହି ତ୍ରୁଟିପୂର୍ଣ୍ଣ ତାଲିକା କରିଛନ୍ତି, ସେମାନଙ୍କ ଦରମାରରୁ ସେହି ଟଙ୍କା ଆଦାୟ କରାଯାଉ। କିନ୍ତୁ ଚାଷୀଙ୍କଠାରୁ ଟଙ୍କା ଆଦାୟ କରାନଯାଉ।”

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ପ୍ରତ୍ୟେକ ଯୋଜନା କାର୍ଯ୍ୟକାରୀ କରିବାରେ କେଉଁଠି ନା କେଉଁଠି ତ୍ରୁଟି ବିଚ୍ୟୁତି ଥାଇପାରେ।”

ପିଏମ୍‌-କିଷାନ୍‌ର ବିଭିନ୍ନ କିସ୍ତିରେ ଏଯାଏଁ ରାଜ୍ୟର ୩୭ ଲକ୍ଷ ୧୯ ହଜାର ୧୬୮ ଚାଷୀଙ୍କୁ ୩ ହଜାର ୨୭୪ କୋଟି ୩୩ ଲକ୍ଷ ୮୮ ହଜାର ଟଙ୍କା ପ୍ରଦାନ କରିଛି କେନ୍ଦ୍ର ସରକାର। କିନ୍ତୁ କାଳିଆ ଯୋଜନାରେ ପ୍ରଥମ କିସ୍ତି ଓ ପରେ ଅଳ୍ପ କିଛି ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଥିବା ବେଳେ ଅନ୍ୟ କିସ୍ତି ଟଙ୍କା ଏଯାଏଁ ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story