ହାଇକୋର୍ଟଙ୍କ ନାଁରେ ଟଙ୍କା ଠକେଇ, ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀ ଚମ୍ପଟ୍‌

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠକେଇ ଚରମ ସୀମାରେ ପହଞ୍ଚିଛି। ଶେଷକୁ ହାଇକୋର୍ଟଙ୍କ ନାଁ କହି କଟକରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏକାଧିକ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି) ଗ୍ରୁପ୍‌ ସଦସ୍ୟଙ୍କ ସରଳତାର ସୁଯୋଗ ନେଇ ପ୍ରାୟ କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇଥିବା ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ହାଇକୋର୍ଟରେ ଚାଲିଥିବା ନିର୍ମାଣାଧୀନ ପ୍ରକଳ୍ପରେ ଏହି ଟଙ୍କା ବିନିଯୋଗ ହୋଇଥିବା ମହିଳାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା। କଟକ ସଦର ଅଞ୍ଚଳ ସାର୍ତ୍ତୋଳ […]

orissa high court

orissa high court

Manoranjan Sial
  • Published: Saturday, 31 July 2021
  • Updated: 31 July 2021, 06:37 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠକେଇ ଚରମ ସୀମାରେ ପହଞ୍ଚିଛି। ଶେଷକୁ ହାଇକୋର୍ଟଙ୍କ ନାଁ କହି କଟକରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏକାଧିକ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି) ଗ୍ରୁପ୍‌ ସଦସ୍ୟଙ୍କ ସରଳତାର ସୁଯୋଗ ନେଇ ପ୍ରାୟ କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇଥିବା ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ହାଇକୋର୍ଟରେ ଚାଲିଥିବା ନିର୍ମାଣାଧୀନ ପ୍ରକଳ୍ପରେ ଏହି ଟଙ୍କା ବିନିଯୋଗ ହୋଇଥିବା ମହିଳାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା।

କଟକ ସଦର ଅଞ୍ଚଳ ସାର୍ତ୍ତୋଳ ଗାଁର ମହିଳାମାନଙ୍କୁ ଅର୍ଥ ଲଗାଣର ସ୍ୱପ୍ନ ଦେଖାଇଥିଲେ ବେବିରାଣୀ ଦାସ ଓ ତାଙ୍କ ସ୍ୱାମୀ। ଅଭିଯୋଗ ଅନୁଯାୟୀ ବେବିରାଣୀଙ୍କ ସ୍ୱାମୀ ହାଇକୋର୍ଟରେ ଜଣେ ଜଜ୍‌ଙ୍କ ଡ୍ରାଇଭର ଭାବେ କାମ କରନ୍ତି। ମହାମାରୀ କରୋନା ସମୟରେ କୋର୍ଟରେ ଚାଲିଥିବା ନିର୍ମାଣାଧୀନ କାମରେ ଟଙ୍କା ବିନିଯୋଗ କଲେ ନିର୍ମାଣକାରୀ ସଂସ୍ଥା ଅଧିକ ସୁଧ ଦେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହାଇକୋର୍ଟଙ୍କ ନାଁ ଶୁଣି ମହିଳାମାନେ ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ ଆଣି ବେବିରାଣୀ ଦାସ ଓ ତାଙ୍କ ସ୍ୱାମୀଙ୍କୁ ଦେଇଥିଲେ। ପତି-ପତ୍ନୀ କୋଟିଏରୁ ଅଧିକ ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି। ଏବେ ସ୍ୱାମୀ-ସ୍ତ୍ରୀ ଘର ଛାଡ଼ି ପଳାଇ ଯାଇଛନ୍ତି। ଯାହାଫଳରେ ମହିଳାମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହାଇକୋର୍ଟରେ ପରିସରରେ ବୁଲୁଥିବା ବେବିରାଣୀ ଦାସଙ୍କ ସ୍ୱାମୀ, ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାଙ୍କୁ ଧରାଛୁଆଁ ଦେଉନାହାନ୍ତି। 

ଠକାମୀରେ ଶିକାର ହୋଇଥିବା ମହିଳାମାନେ ଏପ୍ରିଲ୍‌ ମାସରେ ଏନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପୁଲିସର ନୀରବତାକୁ ନେଇ ଆଜି ମହିଳାମାନେ ତାତିଥିଲେ। ଏପରି ଥାନା ଘେରାଉ କରିବାକୁ ମହିଳାମାନେ ଯାଇଥିଲେ। ପୁଲିସଠାରୁ ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଘରକୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story