ଫେବୃୟାରୀରୁ ରାଜ୍ୟରେ ଶିଳ୍ପକ୍ଷେତ୍ରରେ ନିବେଶ ଆରମ୍ଭ କରିବ ଚୀନ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ କ୍ଷେତ୍ରର ନିବେଶ ନେଇ ଚୀନ କନସଲ୍ ଜେନେରାଲ୍ ଓ ଶିଳ୍ପ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ପରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ନୂଆ ଶିଳ୍ପନୀତି ଅନୁସାରେ ଚୀନ ନିବେଶ ପାଇଁ ଆଗ୍ରହୀ ରହିଛି। ଆସନ୍ତା ଫେ‍ବୃୟାରୀ ମାସରୁ ନିବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ପାୱାର ପ୍ଲାଣ୍ଟ, ପର୍ଯ୍ୟଟନ ଓ ସି-ଫୁଡ଼ରେ ଆଦି କ୍ଷେତ୍ରରେ ନିବେଶ ପାଇଁ ଚୀନ୍ ଆଗ୍ରହ ଦେଖାଇଛି। […]

debi-devi-prasad

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 09:33 AM IST

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ କ୍ଷେତ୍ରର ନିବେଶ ନେଇ ଚୀନ କନସଲ୍ ଜେନେରାଲ୍ ଓ ଶିଳ୍ପ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ପରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ନୂଆ ଶିଳ୍ପନୀତି ଅନୁସାରେ ଚୀନ ନିବେଶ ପାଇଁ ଆଗ୍ରହୀ ରହିଛି। ଆସନ୍ତା ଫେ‍ବୃୟାରୀ ମାସରୁ ନିବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ପାୱାର ପ୍ଲାଣ୍ଟ, ପର୍ଯ୍ୟଟନ ଓ ସି-ଫୁଡ଼ରେ ଆଦି କ୍ଷେତ୍ରରେ ନିବେଶ ପାଇଁ ଚୀନ୍ ଆଗ୍ରହ ଦେଖାଇଛି।

 

Related story