କରୋନା ମୁକାବିଲା: ମାଗଣାରେ ସାନିଟାଇଜର ବାଣ୍ଟିଲା ଏହି ଫାଉଣ୍ଡେସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ମୁକାବିଲା ପାଇଁ  ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ଗୁରତ୍ୱ ଦିଆଯାଉଛି। ଏହିପରିପ୍ରେକ୍ଷୀରେ ସାନିଟାଇଜର ଆବଶ୍ୟକତା ଅନେକ ରହିଛି । ସାନିଟାଇଜର ଅଭାବ ଜନିତ ସମସ୍ୟାକୁ ସଜାଡିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ  ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ପେରନଡ୍‌ ରିଚାର୍ଡ଼ ଇଣ୍ଡିଆ ଫାଉଣ୍ଡେସନ୍‌ ପକ୍ଷରୁ ମାଗଣାରେ ସାନିଟାଇଜର ବଣ୍ଟନ କରାଯାଉଛି। ଏହି ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶା ଷ୍ଟେଟ୍‌ ବେଭେରେଜସ୍‌ କର୍ପୋରେଶନ୍ ଲିଭିଟେଡ (OSBCL) କୁ  ମାଗଣାରେ ସାନିଟାଇଜର ଯୋଗାଇ […]

89765

Tapas Behera
  • Published: Tuesday, 21 April 2020
  • , Updated: 21 April 2020, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ମୁକାବିଲା ପାଇଁ  ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ଗୁରତ୍ୱ ଦିଆଯାଉଛି। ଏହିପରିପ୍ରେକ୍ଷୀରେ ସାନିଟାଇଜର ଆବଶ୍ୟକତା ଅନେକ ରହିଛି । ସାନିଟାଇଜର ଅଭାବ ଜନିତ ସମସ୍ୟାକୁ ସଜାଡିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ  ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ପେରନଡ୍‌ ରିଚାର୍ଡ଼ ଇଣ୍ଡିଆ ଫାଉଣ୍ଡେସନ୍‌ ପକ୍ଷରୁ ମାଗଣାରେ ସାନିଟାଇଜର ବଣ୍ଟନ କରାଯାଉଛି। ଏହି ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶା ଷ୍ଟେଟ୍‌ ବେଭେରେଜସ୍‌ କର୍ପୋରେଶନ୍ ଲିଭିଟେଡ (OSBCL) କୁ  ମାଗଣାରେ ସାନିଟାଇଜର ଯୋଗାଇ ଦିଆଯାଇଛି। OSBCL ଏହି ସାନିଟାଇଜର ଗୁଡ଼ିକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବଣ୍ଟନ କରିବ।

Related story