କଟକ ଷ୍ଟେସନ ଆରମ୍ଭ ହେବ ମାଗଣା ୱାଇ-ଫାଇ ସେବା

ଭୁବନେଶ୍ୱର: ଡିଜିଟାଲ ଇଣ୍ଡିଆ ଅନ୍ତର୍ଗତ କଟକ ରେଳଷ୍ଟେସନଠାରେ ଦୂର୍ଗାପୂଜା ସମୟରେ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯିବ। କଟକ ଷ୍ଟେସନରେ ଇତି ମଧ୍ୟରେ ହାଇସ୍ପିଡ‌ ଇଣ୍ଟରନେଟ‌ ସେବା ଉପଲବ୍ଧ ହେବ। ଯାହା ଦ୍ୱାରା ପ୍ରତିଦିନ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀ ଉପକୃତ ହେବେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ କଟକ ଷ୍ଟେସନ ପରିଦର୍ଶନ ଅବସରରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି,“ଅକ୍ଟୋବର ୨୦୧୬ ଦୂର୍ଗାପୂଜା ସମୟରେ ଏହି ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯିବ। ପୂର୍ବତଟ […]

ctc-wifi-z2

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 10:08 PM IST

ଭୁବନେଶ୍ୱର: ଡିଜିଟାଲ ଇଣ୍ଡିଆ ଅନ୍ତର୍ଗତ କଟକ ରେଳଷ୍ଟେସନଠାରେ ଦୂର୍ଗାପୂଜା ସମୟରେ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯିବ। କଟକ ଷ୍ଟେସନରେ ଇତି ମଧ୍ୟରେ ହାଇସ୍ପିଡ‌ ଇଣ୍ଟରନେଟ‌ ସେବା ଉପଲବ୍ଧ ହେବ। ଯାହା ଦ୍ୱାରା ପ୍ରତିଦିନ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀ ଉପକୃତ ହେବେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ କଟକ ଷ୍ଟେସନ ପରିଦର୍ଶନ ଅବସରରେ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି,“ଅକ୍ଟୋବର ୨୦୧୬ ଦୂର୍ଗାପୂଜା ସମୟରେ ଏହି ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯିବ। ପୂର୍ବତଟ ରେଳପଥ ଦ୍ୱାରା କଟକ ଷ୍ଟେସନରେ ଏହି ସେବା ଉପଲବ୍ଧ ହେବ।”

Related story