ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ପରଲୋକ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ବରିଷ୍ଠ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ବିୟୋଗ ହୋଇଯାଇଛି। କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗ୍ରାମରେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ସ୍ୱାଧୀନତା ସଂଗ୍ରାମ ବେଳେ ରେତଙ୍ଗ ରେଳ ଷ୍ଟେସନରେ ଫିରିଙ୍ଗୀ ସେନାକୁ ଚେକ୍ ଦେଇ କେଦାରନାଥ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚିତ ହୋଇଥିଲା। ଡେଲାଙ୍ଗ ଅଧିବେଶନ ସମୟରେ ମହାତ୍ମା ଗାନ୍ଧିଙ୍କ ସହ ଆନ୍ଦୋଳନରେ […]

Kedarnath-Jena

Kedarnath-Jena

Manoranjan Sial
  • Published: Friday, 19 February 2021
  • Updated: 19 February 2021, 10:23 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ବରିଷ୍ଠ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ବିୟୋଗ ହୋଇଯାଇଛି। କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗ୍ରାମରେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ସ୍ୱାଧୀନତା ସଂଗ୍ରାମ ବେଳେ ରେତଙ୍ଗ ରେଳ ଷ୍ଟେସନରେ ଫିରିଙ୍ଗୀ ସେନାକୁ ଚେକ୍ ଦେଇ କେଦାରନାଥ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚିତ ହୋଇଥିଲା। ଡେଲାଙ୍ଗ ଅଧିବେଶନ ସମୟରେ ମହାତ୍ମା ଗାନ୍ଧିଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। ଗାନ୍ଧିଙ୍କ ବିଦେଶୀ ଦ୍ରବ୍ୟ ବର୍ଜନ ଆହ୍ୱାନ୍‌ରେ ସାମିଲ୍ ହୋଇ ବିଦେଶୀ ଦ୍ରବ୍ୟ ବର୍ଜନ କରିଥିଲେ।

ଦେଶ ସ୍ୱାଧୀନ ହେବା ପରେ କେଦାରନାଥ ବିଭିନ୍ନ ଯାତ୍ରା ଅନୁଷ୍ଠାନ ସହ ଜଡ଼ିତ ରହି, ଅନେକ ନାଟକ କରିଛନ୍ତି। ଯାତ୍ରା, ପାଲା ଓ ସଂଚାର କଳାରେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖୁବ୍‌ ଲୋକପ୍ରିୟତା ଥିଲା। ୫ ବର୍ଷ ଧରି ଯାତ୍ରାଦଳରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କେଦାରନାଥ ଖୁବ ସୁନ୍ଦର ଗୀତ ମଧ୍ୟ ଗାଉଥିଲେ। ତାଙ୍କ ଗାଇବା ଶୈଳୀରେ ଖୁସୀ ହୋଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ କେଦାରନାଥଙ୍କୁ ଏକ ରୈପ୍ୟ ମୁଦ୍ରା ଉପହାର ଦେଇଥିଲେ।

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ସହ କେଦାରଙ୍କର ଘନିଷ୍ଠତା ରହିଥିଲା। ତାଙ୍କ ମୃତ୍ୟୁରେ ଜେନାଙ୍କ ପୈତୃକ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story