ହାଇଟେକ୍ ମାଲିକଙ୍କ ନାଁରେ ପୁଣି ଠକେଇ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍ ମାଲିକଙ୍କ ନାଁରେ ପୁଣି ଆସିଛି ଠକେଇ ଅଭିଯୋଗ। ରାଜଧାନୀର ସୁନ୍ଦରପଦା ନିକଟରେ ଘର ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ବି କିଛି ଲୋକଙ୍କୁ ଘର ମିଳି ନଥିବା ଅଭିଯୋଗ ହୋଇଛି। ଶତାଧିକ ଲୋକ ଏପରି ଅଭିଯୋଗ ହାଇଟେକ ଇଷ୍ଟେଟ୍ ଆଣ୍ଡ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡ ବିରୋଧରେ ଆଣିଛନ୍ତି। ଯେଉଁ ଲୋକଙ୍କୁ ଘର ମିଳିଛି, ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ, ସ୍ୱେରେଜ କିମ୍ବା ପାନୀୟ ଜଳର ସୁବିଧା ମିଳି ନଥିବା, ୨୦୧୦ରୁ […]

hightech

hightech

Jyoshna Pradhan
  • Published: Sunday, 23 September 2018
  • Updated: 23 September 2018, 03:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍ ମାଲିକଙ୍କ ନାଁରେ ପୁଣି ଆସିଛି ଠକେଇ ଅଭିଯୋଗ। ରାଜଧାନୀର ସୁନ୍ଦରପଦା ନିକଟରେ ଘର ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ବି କିଛି ଲୋକଙ୍କୁ ଘର ମିଳି ନଥିବା ଅଭିଯୋଗ ହୋଇଛି।

ଶତାଧିକ ଲୋକ ଏପରି ଅଭିଯୋଗ ହାଇଟେକ ଇଷ୍ଟେଟ୍ ଆଣ୍ଡ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡ ବିରୋଧରେ ଆଣିଛନ୍ତି।

ଯେଉଁ ଲୋକଙ୍କୁ ଘର ମିଳିଛି, ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ, ସ୍ୱେରେଜ କିମ୍ବା ପାନୀୟ ଜଳର ସୁବିଧା ମିଳି ନଥିବା, ୨୦୧୦ରୁ ବୁକିଂ କରିଥିଲେ ବି ଏପର୍ଯ୍ୟନ୍ତ ହାଇଟେକ୍ ଗୃହ ହସ୍ତାନ୍ତର କରୁ ନଥିବା ଆଦି ଅଭିଯୋଗ ହୋଇଛି।
ଉଭୟ ତିରୁପତି ପାଣିଗ୍ରାହୀ ଏବଂ ମଧୁ ପାଣିଙ୍କ ଗିରଫ ଦାବି କରିଛନ୍ତି ଲୋକେ।

ଅଭିଯୋଗ ନେଇ ହାଇଟେକ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story