ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ୯ ଟି ବୁଥରେ ଆଜି ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ ହୋଇଛି। ସୁନ୍ଦରଗଡ଼ ବିଧାନସଭାର ବୁଥ୍ ନଂ-୨୧୩ ଓ ବଣାଇ ବିଧାନସଭାର ବୁଥ୍ ନଂ-୧୨୯ରେ ୭୦.୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଦଶପଲ୍ଲା ବିଧାନସଭା ମଣ୍ଡଳୀର ବୁଥ୍ ନଂ- ୨୧୦ ଓ ୨୨୨ରେ ୬୮.୧୫ % ମତଦାନ ହୋଇଛି। ପଦ୍ମପୁର ବିଧାନସଭା ମଣ୍ଡଳୀର ବୁଥ୍ ନଂ-୧୬, ବରଗଡ଼ ବିଧାନସଭା ମଣ୍ଡଳୀର ବୁଥ୍ ନଂ-୬୮ ଓ ଅତାବିରା ବିଧାନସଭାର ବୁଥ୍ ନଂ-୨୩୫ରେ ୭୩.୮ % ମତଦାନ ହୋଇଛି। ବ୍ରଜରାଜନଗର ବିଧାନସଭାର ବୁଥ୍ ନଂ-୨୫୪ରେ ୭୭.୯୩ ପ୍ରତିଶତ ମତଦାନ ହୋଇଥିବାବେଳେ ସୋରଡ଼ା ବିଧାନସଭା ଅନ୍ତର୍ଗତ ବୁଥ୍ ନଂ-୧୮୨ ରେ ୭୯.୦୩ % ମତଦାନ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିର୍ମାଣାଧୀନ ଘରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଦ୍ଧବଙ୍କୁ ମୃତ ଘୋଷଣ କରାଯାଇଥିଲା।
Crime
ନେଇଗଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦାମୀ ମୋବାଇଲ୍
ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୀପଙ୍କର ମୋବାଇଲ୍ ଦୋକାନର ପଛ ପାର୍ଶ୍ୱ କାନ୍ଥରେ କଣା କରି ଭିତରେ ପଶିଥିଲେ। ଆଉ ଦୋକାନରେ ଥିବା ସବୁ ଦାମୀନାମୀ କମ୍ପାନୀର ମୋବାଇଲ୍ ଲୁଟି ନେଇଯାଇଥିଲେ।
Weather
ଶୀତ ସାଙ୍ଗକୁ କଲବଲ କରିବ କୁହୁଡି!
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।
Crime
ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ
ହଷ୍ଟେଲ ବନ୍ଦ ଥିବାରୁ ରାଜଧାନୀରେ ଏକୁଟିଆ ହୋଇ ଯାଇଥିବା ଯୁବତୀ ଆରପିଏଫ ଥାନାକୁ ଯାଇଥିଲେ ।
Crime
ରାଜଧାନୀରେ ବୀଭତ୍ସ ହତ୍ୟା ଘଟଣା, ମୃତକଙ୍କ ପରିଚୟ ମିଳିଲା
ମୃତକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।