ରାଜ୍ୟର ୯ ବୁଥରେ ସାନି ମତଦାନ ସମ୍ପନ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ୯ ଟି ବୁଥରେ ଆଜି ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ ହୋଇଛି। ସୁନ୍ଦରଗଡ଼ ବିଧାନସଭାର ବୁଥ୍ ନଂ-୨୧୩ ଓ ବଣାଇ ବିଧାନସଭାର ବୁଥ୍ ନଂ-୧୨୯ରେ ୭୦.୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଦଶପଲ୍ଲା ବିଧାନସଭା ମଣ୍ଡଳୀର ବୁଥ୍ ନଂ- ୨୧୦ ଓ ୨୨୨ରେ ୬୮.୧୫ % ମତଦାନ ହୋଇଛି। ପଦ୍ମପୁର ବିଧାନସଭା ମଣ୍ଡଳୀର ବୁଥ୍ ନଂ-୧୬, ବରଗଡ଼ ବିଧାନସଭା ମଣ୍ଡଳୀର ବୁଥ୍ ନଂ-୬୮ ଓ ଅତାବିରା ବିଧାନସଭାର ବୁଥ୍ ନଂ-୨୩୫ରେ […]

vote-4...

vote-4...

Manoranjan Sial
  • Published: Thursday, 25 April 2019
  • Updated: 25 April 2019, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ୯ ଟି ବୁଥରେ ଆଜି ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ ହୋଇଛି। ସୁନ୍ଦରଗଡ଼ ବିଧାନସଭାର ବୁଥ୍ ନଂ-୨୧୩ ଓ ବଣାଇ ବିଧାନସଭାର ବୁଥ୍ ନଂ-୧୨୯ରେ ୭୦.୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଦଶପଲ୍ଲା ବିଧାନସଭା ମଣ୍ଡଳୀର ବୁଥ୍ ନଂ- ୨୧୦ ଓ ୨୨୨ରେ ୬୮.୧୫ % ମତଦାନ ହୋଇଛି। ପଦ୍ମପୁର ବିଧାନସଭା ମଣ୍ଡଳୀର ବୁଥ୍ ନଂ-୧୬, ବରଗଡ଼ ବିଧାନସଭା ମଣ୍ଡଳୀର ବୁଥ୍ ନଂ-୬୮ ଓ ଅତାବିରା ବିଧାନସଭାର ବୁଥ୍ ନଂ-୨୩୫ରେ ୭୩.୮ % ମତଦାନ ହୋଇଛି। ବ୍ରଜରାଜନଗର ବିଧାନସଭାର ବୁଥ୍ ନଂ-୨୫୪ରେ ୭୭.୯୩ ପ୍ରତିଶତ ମତଦାନ ହୋଇଥିବାବେଳେ ସୋରଡ଼ା ବିଧାନସଭା ଅନ୍ତର୍ଗତ ବୁଥ୍ ନଂ-୧୮୨ ରେ ୭୯.୦୩ % ମତଦାନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story