ଅନଲାଇନ୍‌ ପେମେଣ୍ଟ ବି ନକଲି; ମୋବାଇଲକୁ ମେସେଜ ଆସିଲା, ଟଙ୍କା ଆସିଲାନି

ରାଉରକେଲା(ଓଡ଼ିଶା ରିପୋର୍ଟର): ଏକ ଶାଢୀ ଦୋକାନରୁ ୧୧ ହଜାର ୧୮୦ ଟଙ୍କାର ଜିନିଷ କିଣିଲେ। ଦୋକାନୀକୁ ୨ଶହ ଟଙ୍କା କ୍ୟାସ୍ ଦେଇ ବାକି ୧୧ହଜାର ଟଙ୍କା ଅନଲାଇନ୍‌ରେ  ପେମେଣ୍ଟ କରିଥିବାର ଜାଲ ମେସେଜ୍ ଦେଖାଇଥିଲେ । ଏହାପରେ ତୁରନ୍ତ ଉକ୍ତ ଜାଗାରୁ ଖସି ଯାଇଥିବା ବେଳେ ଦୋକାନୀଙ୍କୁ କୌଣସି ମେସେଜ ଆସି ନ ଥିବା ଅଭିଯୋଗ ହୋଇଛି। ଏବେ ଅନଲାଇନ୍‌ ଲୁଟେରା ମାତିଥିବା ବେଳେ ଏପରି ଅଭିନବ ଠକେଇ ରାଉରକେଲାରେ ହୋଇଛି । ସିସିଟିଭିରେ ଲାଇଭ ଠକେଇର […]

LUTERA

LUTERA

Niharika Rout
  • Published: Tuesday, 19 January 2021
  • Updated: 19 January 2021, 09:03 AM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ଏକ ଶାଢୀ ଦୋକାନରୁ ୧୧ ହଜାର ୧୮୦ ଟଙ୍କାର ଜିନିଷ କିଣିଲେ। ଦୋକାନୀକୁ ୨ଶହ ଟଙ୍କା କ୍ୟାସ୍ ଦେଇ ବାକି ୧୧ହଜାର ଟଙ୍କା ଅନଲାଇନ୍‌ରେ  ପେମେଣ୍ଟ କରିଥିବାର ଜାଲ ମେସେଜ୍ ଦେଖାଇଥିଲେ । ଏହାପରେ ତୁରନ୍ତ ଉକ୍ତ ଜାଗାରୁ ଖସି ଯାଇଥିବା ବେଳେ ଦୋକାନୀଙ୍କୁ କୌଣସି ମେସେଜ ଆସି ନ ଥିବା ଅଭିଯୋଗ ହୋଇଛି। ଏବେ ଅନଲାଇନ୍‌ ଲୁଟେରା ମାତିଥିବା ବେଳେ ଏପରି ଅଭିନବ ଠକେଇ ରାଉରକେଲାରେ ହୋଇଛି । ସିସିଟିଭିରେ ଲାଇଭ ଠକେଇର ଭିଡିଓ କଏଦ ହୋଇଥିବା ବେଳେ ଏବେ ଠକ୍‌ଙ୍କୁ ଖୋଜୁଛି ପୁଲିସ୍‌।

ସୂଚନାଯୋଗ୍ୟ, ୨ ଯୁବକ  ସ୍ଥାନୀୟ   ଶାଢୀ ଦୋକାନ ‘ସୁପ୍ରିୟା’ରୁ ୧୧ ହଜାର ୧୮୦ ଟଙ୍କାର ଜିନିଷ କିଣିଥିଲେ ।  ଏହାପରେ ସେମାନେ ଦୋକାନୀଙ୍କୁ ୨ଶହ ଟଙ୍କା କ୍ୟାସ୍ ଦେଇ ବାକି ୧୧ହଜାର ଟଙ୍କା ଅନଲାଇନ୍‌ରେ ପ୍ରଦାନ କରିଥିବା ନେଇ ଜାଲ ମେସେଜ୍ ଦେଖାଇଥିଲେ । ଏହାପରେ ଦୋକାନରେ ଭିଡ଼ ଥିବାର ସୁଯୋଗ ଦେଇ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ ।  ଠକାମିର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ଠକାମୀର ଶିକାର ହେବା ଜାଣି ଥାନାରେ ଏତଲା ଦେଇଛନ୍ତି ଦୋକାନୀ।

ଏନେଇ ଦୋକାନର ମ୍ୟାନେଜର କହିଛନ୍ତି, “ଉକ୍ତ ୨ ଯୁବକ ୧୧ ହଜାର ଟଙ୍କା ପେମେଣ୍ଟର ମେସେଜ କରିଥିବା ଦେଖାଇଲେ। ହେଲେ ତାହାକୁ ଅନଲାଇନ୍‌ ଏଡିଟ କରିଦେଇଥିଲେ। ଯେଉଁଥିରେ କି ଦୋକାନ ‘ସୁପ୍ରିୟା ଲୋଗୋ’ ଅଛି। ଡେଟ ଅଛି। ସକସେସଫୁଲ ବୋଲି ଲେଖା ମଧ୍ୟ ହୋଇଛି। ମୁଁ କେବଳ ତାଙ୍କ ମେସେଜ ଦେଖି ଛାଡ଼ି ଦେଇଥିଲି। ହେଲେ କିଛି ସମୟ ପରେ ସନ୍ଦେହ ହେବାରୁ ଚେକ୍‌ କରିବାରୁ କିଛି ମେସେଜ ଆସି ନ ଥିଲା।”

ଏନେଇ ଦୋକାନ ମାଲିକ କହିଛନ୍ତି,‘’ ସେମାନେ ମୋବାଇଲରେ କିଛି ସେଟିଂ କରୁଥିଲେ। ୧୮୦ ଟଙ୍କା ଦେଇଦେଲେ। ବାକି ୧୧ ହଜାର ଟଙ୍କାର ମେସେଜ ଦେଖାଇଲେ। ଏହାପରେ ସେମାନେ  ତୁରନ୍ତ ବାହାରି ପଳାଇଲେ। ଏହାପରେ ମ୍ୟାନେଜର ଚେକ୍‌ କରି ମେସେଜ ଆସି ନ ଥିବା ଜାଣିବାକୁ ପାଇଲୁ। ଏସ୍‌ଏମ୍‌ଏସ୍‌  ନ ଆସିବାରୁ ଠକ୍‌ ହାବୁଡ଼ରେ ପଡ଼ିଥିବା ଜାଣିବାକୁ ପାଇଲୁ।

ସୂଚନାଯୋଗ୍ୟ, ଏବେ ମାତିଛନ୍ତି ଅନ୍‌ଲାଇନ୍‌ ଲୁଟେରା। କେତେବେଳେ ଫୋନ୍‌ କରି ଲୋଭନୀୟ ଅଫର୍‌ ଦେଖାଇ ଲୁଟି ନେଉଛନ୍ତି ତ କେତେବେଳେ ଅନ୍‌ଲାଇନ୍‌ ପେମେଣ୍ଟର ଜାଲ୍‌ ମେସେଜ ଦେଖାଇ ଖସି ଯାଉଛନ୍ତି। ଏଭଳି ଏକ ଘଟଣା ଘଟିଛି ରାଉରକେଲାରେ। ସିସିଟିଭିରେ ଲାଇଭ ଠକେଇର ଭିଡିଓ କଏଦ ହୋଇଥିବା ବେଳେ ଏବେ ଠକ୍‌ଙ୍କୁ ଖୋଜୁଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story