ଦୃଶ୍ୟ ଦେଖିଲେ ଭ୍ରମରେ ପଡ଼ିବେ, ଚିତ୍ର ପଛର କାହାଣୀ ଭିନ୍ନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଟ୍ରେ ଭର୍ତ୍ତି ଫଳର ସମ୍ଭାର। କଦଳି, ସେଉ, କମଳା, ନାସପାତି ଏମିତି ଭଳି କି ଭଳି ଫଳ ସବୁ ଟ୍ରେରେ ଥୁଆଯାଇଛି। ଚିତ୍ର ଦେଖିଲେ ଆପଣଙ୍କୁ ଲାଗିବ ଏହା କୌଣସି ନିଶ୍ଚୟ ଫଳ ବଜାରର ଦୃଶ୍ୟ ହୋଇଥିବ କିମ୍ବା ହାଟ ହୋଇଥିବ। ହେଲେ ଆପଣଙ୍କ ଅନୁମାନ ଭୁଲ ହୋଇପାରେ। ହାଟବଜାରର ଭ୍ରମ ସୃଷ୍ଟି କରୁଥିବା ଏ ଦୃଶ୍ୟ ପଛର କାହାଣୀ କିନ୍ତୁ  ଭିନ୍ନ। ଏକ ଫଳ ବୋଝେଇ ପିକଅପ ଭ୍ୟାନ୍ ଓଲଟିପଡ଼ିବା ପରେ ସ୍ଥାନୀୟ […]

6nb

6nb

Tapas Behera
  • Published: Thursday, 21 January 2021
  • Updated: 21 January 2021, 05:26 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଟ୍ରେ ଭର୍ତ୍ତି ଫଳର ସମ୍ଭାର। କଦଳି, ସେଉ, କମଳା, ନାସପାତି ଏମିତି ଭଳି କି ଭଳି ଫଳ ସବୁ ଟ୍ରେରେ ଥୁଆଯାଇଛି। ଚିତ୍ର ଦେଖିଲେ ଆପଣଙ୍କୁ ଲାଗିବ ଏହା କୌଣସି ନିଶ୍ଚୟ ଫଳ ବଜାରର ଦୃଶ୍ୟ ହୋଇଥିବ କିମ୍ବା ହାଟ ହୋଇଥିବ। ହେଲେ ଆପଣଙ୍କ ଅନୁମାନ ଭୁଲ ହୋଇପାରେ। ହାଟବଜାରର ଭ୍ରମ ସୃଷ୍ଟି କରୁଥିବା ଏ ଦୃଶ୍ୟ ପଛର କାହାଣୀ କିନ୍ତୁ  ଭିନ୍ନ। ଏକ ଫଳ ବୋଝେଇ ପିକଅପ ଭ୍ୟାନ୍ ଓଲଟିପଡ଼ିବା ପରେ ସ୍ଥାନୀୟ ଲୋକେ ସେଗୁଡ଼ିକୁ ଉଠାଇ ଏମିତି ସଜାଇ ରଖିଛନ୍ତି।

କଳାହାଣ୍ଡି ଜିଲ୍ଲା  NH 26 ଚିଲିଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ଚିଲିଗୁଡା ନିକଟରେ ଫଳ ବୋଝେଇ ଟ୍ରକ୍‌ର ପଛ ଚକ ଫାଟିବାରୁ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ ପିକଅପ ଗାଡି ଗାଡିର ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି। ସେମାନଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ କୋକସରା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି। ଫଳ ବୋଝେଇ ଗାଡିଟି ଭବାନୀପାଟଣାରୁ ନବରଙ୍ଗପୁର ଯାଉଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story