ଗଜା ମରୁଡ଼ି ଘୋଷଣା ଦାବିରେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ଧାରଣା

ବଲାଙ୍ଗୀର: ଆଷାଢ ଯାଇ ଶ୍ରାବଣ ମାସର ଅଧା ଯିବାକୁ ବସିଲାଣି କିନ୍ତୁ ବଲାଙ୍ଗିର ଜିଲ୍ଳାରେ ବର୍ଷାର ଦେଖାନାହିଁ। ବର୍ଷା ଅଭାବରୁ ଧାନ ପହ୍ଲା ମରିବାକୁ ବସିଛି। ତେଣୁ ବଲାଙ୍ଗିର ଜିଲ୍ଳାକୁ ସଂପୂର୍ଣ୍ଣ ଗଜା ମରୁଡି ଜିଲ୍ଳା ଭାବରେ ଘୋଷଣା କରିବା ପାଇଁ ଦାବି କରିଛି ଜିଲ୍ଳା କୃଷକ ମହାସଂଘ। ସଂଘର ସଭାପତି ସୁଧୀର କୁମାର ପରିଚ୍ଛାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।  […]

bolangirchasi

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 10:17 AM IST

ବଲାଙ୍ଗୀର: ଆଷାଢ ଯାଇ ଶ୍ରାବଣ ମାସର ଅଧା ଯିବାକୁ ବସିଲାଣି କିନ୍ତୁ ବଲାଙ୍ଗିର ଜିଲ୍ଳାରେ ବର୍ଷାର ଦେଖାନାହିଁ। ବର୍ଷା ଅଭାବରୁ ଧାନ ପହ୍ଲା ମରିବାକୁ ବସିଛି। ତେଣୁ ବଲାଙ୍ଗିର ଜିଲ୍ଳାକୁ ସଂପୂର୍ଣ୍ଣ ଗଜା ମରୁଡି ଜିଲ୍ଳା ଭାବରେ ଘୋଷଣା କରିବା ପାଇଁ ଦାବି କରିଛି ଜିଲ୍ଳା କୃଷକ ମହାସଂଘ। ସଂଘର ସଭାପତି ସୁଧୀର କୁମାର ପରିଚ୍ଛାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।  ସଂପୂର୍ଣ୍ଣ ଗଜା ମରୁଡି ଜିଲ୍ଳା ଘୋଷଣା ସହିତ କୃଷି ବୀମାର ସମୟ ସୀମା ବୃଦ୍ଧି କରିବା ପାଇଁ ଦାବି କରିଛି କୃଷକ ମହାସଂଘ।

Related story