ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ କି ନାହିଁ ସସ୍‌ପେନ୍ସ ଲାଗି ରହିଥିଲା। ଆଜି ଏହା ଉପରୁ ପର୍ଦ୍ଦା ଉଠିଛି। ଚଳିତବର୍ଷ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ। ଏନେଇ ଗଜପତି ନିଜେ ସୂଚନା ଦେଇଛନ୍ତି। ଗଜପତି କହିଛନ୍ତି, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ।ମହାପ୍ରଭୁ ଚାହିଁଲେ […]

puri

puri

Manoranjan Sial
  • Published: Tuesday, 06 July 2021
  • Updated: 06 July 2021, 06:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ କି ନାହିଁ ସସ୍‌ପେନ୍ସ ଲାଗି ରହିଥିଲା। ଆଜି ଏହା ଉପରୁ ପର୍ଦ୍ଦା ଉଠିଛି। ଚଳିତବର୍ଷ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ। ଏନେଇ ଗଜପତି ନିଜେ ସୂଚନା ଦେଇଛନ୍ତି।

ଗଜପତି କହିଛନ୍ତି, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ।ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ ବୋଲି ଗଜପତି କହିଛନ୍ତି।

ସେହିପରି ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ଗଜପତି। ଶ୍ରୀମନ୍ଦିର ହେଉଛି ଆଦି ଓ ମୂଳପୀଠ। ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ଏବଂ ଅନନ୍ୟ। ତେଣୁ ଅନ୍ୟ ସ୍ଥାନରେ ପ୍ରତୀକାତ୍ମକ ଭାବେ ବିଧି ପାଳନ କରାଯାଉ ବୋଲି ଗଜପତି କହିଛନ୍ତି।

କରୋନା ମହାମାରୀ ପାଇଁ ଗତବର୍ଷ ପରି ଚଳିତବର୍ଷ ସ୍ନାନ ଯାତ୍ରାରେ ଗଜପତି ସାମିଲ ହୋଇନଥିଲେ। ଗଜପତିଙ୍କ ସ୍ଥାନରେ ମୁଦିରସ୍ତ ଛେରାପହଁରା କରିଥିଲେ।

ଚଳିତବର୍ଷ କୋଭିଡ୍‌ କଟକଣା ଭିତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ସେଥିପାଇଁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯିବ।  ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ। ଏଥିସହ ରଥଯାତ୍ରାର ୨୪ ଘଣ୍ଟା ପୂର୍ବରୁ ପୁରୀର ସବୁ ପ୍ରବେଶ ପଥ ସିଲ୍‌ କରାଯିବ। ମହାପ୍ରଭୁଙ୍କ ରଥକୁ କେବଳ ସେବାୟତମାନେ ଟାଣିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story