ଗାତରେ ପଡ଼ିଗଲା ଜିପ୍; ଜଣେ ମୃତ, ୧୯ ଆହତ

ମୋହନା: ଗଜପତି ଜିଲ୍ଲା ମୋହନାରେ ଗାତରେ ପଡ଼ିଗଲା ଯାତ୍ରୀବାହୀ କମାଣ୍ଡର ଜିପ୍। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଅାହତ ହୋଇଛନ୍ତି। ଚନ୍ଦ୍ରଗିରି ନିକଟରେ ଏହି ଦୁର୍ଘଟଣା ଘଟିଛି। ଟେଲିଫୋନ୍ କେବୁଲ ପାଇଁ ଖୋଳା ଯାଇଥିବା ଗାତରେ ଗାଡିଟି ଖସି ପଡିଥିଲା। ଜିପ୍‌ରେ ସବାର ଲୋକେ ଏକ ଶୁଦ୍ଧିକାର୍ଯ୍ୟରେ ଯୋଗ ଦେବା ପାଇଁ କନ୍ଧଅଡ଼ବାରୁ କିଡ଼ାସିଂ ଯାଉଥିଲେ।

zeep

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 01:50 PM IST

ମୋହନା: ଗଜପତି ଜିଲ୍ଲା ମୋହନାରେ ଗାତରେ ପଡ଼ିଗଲା ଯାତ୍ରୀବାହୀ କମାଣ୍ଡର ଜିପ୍। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଅାହତ ହୋଇଛନ୍ତି।

ଚନ୍ଦ୍ରଗିରି ନିକଟରେ ଏହି ଦୁର୍ଘଟଣା ଘଟିଛି। ଟେଲିଫୋନ୍ କେବୁଲ ପାଇଁ ଖୋଳା ଯାଇଥିବା ଗାତରେ ଗାଡିଟି ଖସି ପଡିଥିଲା। ଜିପ୍‌ରେ ସବାର ଲୋକେ ଏକ ଶୁଦ୍ଧିକାର୍ଯ୍ୟରେ ଯୋଗ ଦେବା ପାଇଁ କନ୍ଧଅଡ଼ବାରୁ କିଡ଼ାସିଂ ଯାଉଥିଲେ।

Related story