ଗଜଭିୟେଙ୍କ ବିବାଦୀୟ ଜମିର ଅନୁଧ୍ୟାନ ପାଇଁ ଆଜି ଗୋପ ଯିବ ବିଜେପି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତିଶ ଗଜଭିୟେଙ୍କ ବିବାଦୀୟ ଜମିର ଅନୁଧ୍ୟାନ ପାଇଁ ବିଜେପି ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳକୁ ଯିବ। ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଇ ଏହି ବିବାଦୀୟ ଜମି ସଂପର୍କରେ ତଥ୍ୟ ସଂଗ୍ରହ କରିବ। ପୁରୀ ଜିଲ୍ଲା ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଥିବା ଏହି ଜମି ଜବରଦଖଲକୁ ନେଇ ଭିଜିଲାନସ୍ ତଦନ୍ତ […]

kv_singh_deo_

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 02:04 AM IST

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତିଶ ଗଜଭିୟେଙ୍କ ବିବାଦୀୟ ଜମିର ଅନୁଧ୍ୟାନ ପାଇଁ ବିଜେପି ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳକୁ ଯିବ। ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଇ ଏହି ବିବାଦୀୟ ଜମି ସଂପର୍କରେ ତଥ୍ୟ ସଂଗ୍ରହ କରିବ। ପୁରୀ ଜିଲ୍ଲା ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଥିବା ଏହି ଜମି ଜବରଦଖଲକୁ ନେଇ ଭିଜିଲାନସ୍ ତଦନ୍ତ ଚାଲିଛି। ଏଠାରେ ଗଜଭିୟେ ନିଜ ପତ୍ନୀଙ୍କ ନାଁରେ କିଣିଥିବା ଜମିଠୁ ଢେର ଅଧିକ ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଥିବା ଅଭିଯୋଗ ହୋଇଛି।

Related story