ଫଟୋରେ ଫଟୋରେ ଗଜାନନ

ସାରା ଦେଶରେ ଗଣେଶ ପୂଜାର ଧୁମ୍‌ଧାମରେ ପାଳିତ ହୋଇଛି। ଗଣପତିଙ୍କ ପୂଜା ଆରାଧନା ଲାଗି ସବୁଠି ଉତ୍ସବମୁଖର ପରିବେଶ। ଜଟଣୀରୁ ତାଳଚେର, ଭୁବନେଶ୍ୱରରୁ ରାଉରକେଲା, ସବୁଠି ବର୍ଣ୍ଣାଢ୍ୟ ଆୟୋଜନ।