ଦି’ପହରରେ ଗ୍ୟାଙ୍ଗୱାର୍‌! ଚାରିଆଡ଼ୁ ଘେରି ହାଣିଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦିନକୁ ଦିନ ଅଶାନ୍ତ ହେଉଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିର। ଦିନ ଦି’ପହରରେ ଗ୍ୟାଙ୍ଗୱାର୍‌ ଓ ହଣାକଟା ହେଉଛି। ବେଳ ଥାଉଁ ଥାଉଁ ପୁଲିସ୍‌ ସାବଧାନ ନହେଲେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରି ଅବସ୍ଥା ହେବ। ବିଶେଷକରି ଆତ୍ମଘୋଷିତ ରେଡ୍‌ ଲାୟନ୍‌ ଗ୍ରୁପ୍‌ ଓ ବ୍ଲାକ୍‌ ଟାଇଗର ଗ୍ରୁପ୍‌କୁ ପୁଲିସ୍‌ ନିପାତ୍‌ ନକଲେ ବଲାଙ୍ଗିର ସହରରେ ଗ୍ୟାଙ୍ଗୱାର ଅଣାୟତ ହେବ। ଆଜି ଘଟିଥିବା ଆକ୍ରମଣ ଏହାର ଏକ ଝଲକ ବୋଲି ଚର୍ଚ୍ଚା ହେଉଛି। […]

Balangir

Balangir

Manoranjan Sial
  • Published: Tuesday, 16 November 2021
  • Updated: 16 November 2021, 04:28 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦିନକୁ ଦିନ ଅଶାନ୍ତ ହେଉଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିର। ଦିନ ଦି’ପହରରେ ଗ୍ୟାଙ୍ଗୱାର୍‌ ଓ ହଣାକଟା ହେଉଛି। ବେଳ ଥାଉଁ ଥାଉଁ ପୁଲିସ୍‌ ସାବଧାନ ନହେଲେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରି ଅବସ୍ଥା ହେବ। ବିଶେଷକରି ଆତ୍ମଘୋଷିତ ରେଡ୍‌ ଲାୟନ୍‌ ଗ୍ରୁପ୍‌ ଓ ବ୍ଲାକ୍‌ ଟାଇଗର ଗ୍ରୁପ୍‌କୁ ପୁଲିସ୍‌ ନିପାତ୍‌ ନକଲେ ବଲାଙ୍ଗିର ସହରରେ ଗ୍ୟାଙ୍ଗୱାର ଅଣାୟତ ହେବ। ଆଜି ଘଟିଥିବା ଆକ୍ରମଣ ଏହାର ଏକ ଝଲକ ବୋଲି ଚର୍ଚ୍ଚା ହେଉଛି।

ଆଲୋଚନା ହେଉଛି ରେଡ୍‌ ଲାୟନ୍‌ ଗ୍ରୁପ୍‌ର ସଦସ୍ୟ ହେଉଛି ହାତପଦାପଡା ଗାଁର ରାଜ ଜେନା। ତାଙ୍କୁ ଆଜି ଆକ୍ରମଣ ହୋଇଛି। ୬ ଜଣ ଯୁବକ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ବ୍ଲକ ଟାଇଗର ଗ୍ରୁପ୍‌ର ସଦସ୍ୟମାନେ ତାଙ୍କୁ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଆକ୍ରମଣରେ ରାଜ ଜେନାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ରାଜ ଜେନାଙ୍କ ପରିବାର ଲୋକେ ଏନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  

ବଲାଙ୍ଗିର ସହରର ଗୋପବନ୍ଧୁନଗରରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିଲା। ଏହି ଅପହରଣ ରେଡ୍‌ ଲାୟନ୍‌ ଗ୍ରୁପ୍‌ର ହାତ ଥିଲା ଚର୍ଚ୍ଚା ହେଉଛି। ଏହାର ପ୍ରତିଶୋଧ ନେବା ପାଇଁ ବ୍ଲାକ୍‌ ଟାଇଗର ଗ୍ରୁପ୍‌ର ସଦସ୍ୟମାନେ ରାଜଙ୍କୁ ଆକ୍ରମଣ କରିଥାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ବଲାଙ୍ଗିର ସହରରେ ଗ୍ୟାଙ୍ଗୱାର୍‌ ଚାଲିଥିଲେ ସୁଦ୍ଧା ପୁଲିସ୍‌ କେବଳ ମାମଲା ରୁଜୁ କରି ଚୁପ୍‌ ବସିଛି। ମାତ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ସେପଟେ ଅପରାଧୀମାନେ ଅପରାଧ ଘଟାଇବା ପୂର୍ବରୁ ମାରଣାସ୍ତ୍ର ଧରି ଫଟୋ ଉଠାଇ ସୋଶାଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରୁଛନ୍ତି। ଏପରିକି ସହରବାସୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି। ଏହି ତାଲିକାରେ ବ୍ଲାକ୍‌ ଟାଇଗର ଓ ରେଡ୍‌ ଲାୟନ୍‌ ଗ୍ରୁପ ରହିଛନ୍ତି। ଦିନକୁ ଦିନ ଏମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ସହରବାସୀ ପ୍ରମାଦ ଗଣିବା ଆରମ୍ଭ କରୁଛନ୍ତି। ଅନ୍ୟପକ୍ଷରେ ସହରବାସୀ ଏନେଇ ପୁଲିସ୍‌ ପାଖରେ ଅଭିଯୋଗ କରୁନାହାନ୍ତି। ପୁଲିସର ନିଷ୍କ୍ରିୟତା ଯୋଗୁ ସହରରେ ଗ୍ୟାଙ୍ଗୱାର୍‌ ବଢ଼ିଚାଲିଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story