ପୁଲିସ୍ ଗାଡ଼ିକୁ ଅଟକାଇଲା ପୁଲିସ୍‌, ଖୋଲିଗଲା ଗୁମର

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗୁରୁବାର ରାତି ପ୍ରାୟ ୨ଟା ହେବ। ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ୍ ଏସ୍‌ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଖଡ଼ିକାଝୁଡ଼ି ନିକଟରେ ଜଗି ରହିଥିଲା। ଏହି ସମୟରେ ଆସିଲା ଏକ ଇନୋଭା କାର୍। ଏହାର ସାମ୍ନାରେ ଲେଖାଥିଲା ପୁଲିସ୍‌। ଗାଡ଼ିଟିକୁ ସେଠାରେ ଜଗି ରହିଥିବା ପୁଲିସ୍ କର୍ମଚାରୀମାନେ ଅଟକାଇଥିଲେ। ଇନୋଭା ଗାଡ଼ିଟି ଅଟକିବା ପରେ ସେଥିରେ ପୁଲିସ୍ ପୋଷାକରେ ତିନି ଯୁବକ ବସିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରେ ପରିଚୟ ମାଗିଥିଲେ। ଇନୋଭାରେ […]

car

car

Jitendra Garnayak
  • Published: Sunday, 10 January 2021
  • Updated: 10 January 2021, 12:09 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗୁରୁବାର ରାତି ପ୍ରାୟ ୨ଟା ହେବ। ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ୍ ଏସ୍‌ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଖଡ଼ିକାଝୁଡ଼ି ନିକଟରେ ଜଗି ରହିଥିଲା। ଏହି ସମୟରେ ଆସିଲା ଏକ ଇନୋଭା କାର୍। ଏହାର ସାମ୍ନାରେ ଲେଖାଥିଲା ପୁଲିସ୍‌। ଗାଡ଼ିଟିକୁ ସେଠାରେ ଜଗି ରହିଥିବା ପୁଲିସ୍ କର୍ମଚାରୀମାନେ ଅଟକାଇଥିଲେ। ଇନୋଭା ଗାଡ଼ିଟି ଅଟକିବା ପରେ ସେଥିରେ ପୁଲିସ୍ ପୋଷାକରେ ତିନି ଯୁବକ ବସିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରେ ପରିଚୟ ମାଗିଥିଲେ। ଇନୋଭାରେ ବସିଥିବା ତିନି ଯୁବକ ନିଜକୁ ପୁଲିସ୍ ବୋଲି ପରିଚୟ ଦେବା ସହିତ ସେମାନେ ବିହାରର ବୋଲି କହିଥିଲେ। ସେମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ଓ ସେମାନଙ୍କ କଥାରେ ତାଳମେଳ ରହୁ ନଥିଲା। ତା’ସାଙ୍ଗକୁ ଗାଡ଼ିରେ ଲାଗିଥିଲା ଓଡ଼ିଶାର ନମ୍ବର ପ୍ଲେଟ୍‌। ଏହା ଦେଖି ବାଲିମେଳା ପୁଲିସ୍ ଗାଡ଼ିଟିକୁ ଯାଞ୍ଚ କରିଥିଲା। ଆଉ ନକଲି ପୁଲିସ୍‌ଙ୍କ ମୁଖା ଖୋଲିଯାଇଥିଲା। ଗାଡ଼ି ଭିତରୁ ବାହାରିଥିଲା ୧ କ୍ୱିଣ୍ଟାଲ୍ ଗଞ୍ଜେଇ।

ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା (୨୪), ରାଜୀବ କୁମାର (୨୬) ଓ ଆକାଶ କୁମାର(୨୬)। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିହାରର ପାଟଣା ଜିଲ୍ଲାର ମଉଜିପୁର ଓ ସରିସ୍ତାବାଦ ଗାଁର। ଅନ୍ୟ ଜଣେ ମୁଜାଫରପୁର ଜିଲ୍ଲାର ମୁଜାଫରନଗର ଗାଁର ବୋଲି ପୁଲିସ ସୂଚନା ଦେଇଛି। ସେମାନେ ନାକାମାମୁଡ଼ି ଅଞ୍ଚଳରୁ ଗଞ୍ଜେଇ ନେଇ ନିଜ ରାଜ୍ୟକୁ ଯାଉଥିଲେ। ସେମାନଙ୍କୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଏହି ତିନି ଅଭିଯୁକ୍ତ ଗଞ୍ଜେଇ ନେଇ ଯାଉଥିବା ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା। ସେଥିପାଇଁ ଓରକେଲ ପୁଲିସ୍‌ର ଏକ ଟିମ୍ ପୂର୍ବରୁ ଜଗି ବସିଥିଲା। ଗାଡ଼ିରେ ଫେକ ନମ୍ବର ପ୍ଲେଟ୍‌ (ଓଡି ୩୩ ବି ୩୬୭୬) ଲଗାଯାଇଥିଲା। ଗାଡିଟିର ଅସଲି ନମ୍ବର ଡିଏଲ ୪ସି ଏଇ ୭୫୬୦ ବୋଲି ଜଣାପଡ଼ିଛି।

କେତେବେଳେ ଆମ୍ବୁଲାନ୍ସରେ ତ କେତେବେଳେ ପଇଡ଼ ବୋଝେଇ ଟ୍ରକ୍‌ରେ। ପୁଣି କେବେ ଭାରରେ ତ କେବେ କାର୍‌ର ସ୍ପେଶାଲ୍ ଚ୍ୟାମ୍ବରରେ। ଏମିତି କେତେ କ’ଣ ଉପାୟ କରି ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ସେମାନଙ୍କ ମଧ୍ୟରୁ ଅନେକ ଧରା ବି ପଡ଼ୁଛନ୍ତି। ଆଉ ଏବେ ସାମ୍ନାକୁ ଆସିଥିବା ଗଞ୍ଜେଇ ଚାଲାଣର ଏହି ନୂଆ ଉପାୟ ବି କାମ ଦେଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story