କୋଟିଏ ଟଙ୍କାର ଗଞ୍ଜେଇ ଜବତ: ୨ ଗିରଫ

<p>ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡ଼ିମଡ଼ା ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗାଁର ଜଣଙ୍କ ଘରେ ଚଢ଼ାଉ କରି ୮୫ ବସ୍ତା ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୩୦ କ୍ୱିଣ୍ଟାଲରୁ ଅଧିକ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ।</p> <p>ଅବକାରୀ ବିଭାଗ&nbsp; ଏକ ପିକ୍&zwnj;ଅପ ଭ୍ୟାନ୍&zwnj; ମଧ୍ୟ ଜବତ କରିଛି। ଏହାସହ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।</p>

Ordigital Desk
  • Published: Friday, 01 June 2018
  • Updated: 01 June 2018, 10:43 AM IST

Sports

Latest News

<p>ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡ଼ିମଡ଼ା ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗାଁର ଜଣଙ୍କ ଘରେ ଚଢ଼ାଉ କରି ୮୫ ବସ୍ତା ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୩୦ କ୍ୱିଣ୍ଟାଲରୁ ଅଧିକ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ।</p><p>ଅବକାରୀ ବିଭାଗ&nbsp; ଏକ ପିକ୍&zwnj;ଅପ ଭ୍ୟାନ୍&zwnj; ମଧ୍ୟ ଜବତ କରିଛି। ଏହାସହ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos