ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧା ହେଲେ ହୋମ୍‌ଗାର୍ଡ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମ୍‌ଗାର୍ଡ ଗିରଫ। ସୋମବାର ଏପରି ଅଭିଯୋଗ ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରୁ ଆସିଛି। ପୁଲିସ ହୋମ୍‌ଗାର୍ଡଙ୍କ ସହ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଗଞ୍ଜେଇ ବୋଝେଇ ଗାଡ଼ି ଓ ମୋବାଇଲ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ। ରବିବାର ରାତିରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଏମ୍‌ଭି ୭୯ ଥାନା ଅତିକ୍ରମ କରୁଥିଲା। ଏହା ଦେଖି ପୁଲିସ ଉକ୍ତ ଟ୍ରାକ୍ଟରକୁ ଅଟକାଇଥିଲା। ଯାଞ୍ଚ […]

ganja

ganja

Manoranjan Sial
  • Published: Monday, 01 February 2021
  • Updated: 01 February 2021, 09:41 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମ୍‌ଗାର୍ଡ ଗିରଫ। ସୋମବାର ଏପରି ଅଭିଯୋଗ ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରୁ ଆସିଛି। ପୁଲିସ ହୋମ୍‌ଗାର୍ଡଙ୍କ ସହ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଗଞ୍ଜେଇ ବୋଝେଇ ଗାଡ଼ି ଓ ମୋବାଇଲ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ।

ରବିବାର ରାତିରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଏମ୍‌ଭି ୭୯ ଥାନା ଅତିକ୍ରମ କରୁଥିଲା। ଏହା ଦେଖି ପୁଲିସ ଉକ୍ତ ଟ୍ରାକ୍ଟରକୁ ଅଟକାଇଥିଲା। ଯାଞ୍ଚ ପରେ ଟ୍ରାକ୍ଟରରୁ ୧୪୧୧ କିଲୋ ଗଞ୍ଜେଇ ମିଳିଥିଲା। ଯାହାର ଅନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ। ଏହାଛଡ଼ା ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟର ପଛରେ ଆସୁଥିବା ଏକ ମୋଟର ସାଇକେଲ ଓ କାରକୁ ମଧ୍ୟ ପୁଲିସ ଜବତ କରିଥିଲା। ଏହି ମାମଲାରେ ଜଣେ ହୋମ୍‌ଗାର୍ଡଙ୍କ ସମେତ ମୋଟ ୮ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏଥିସହ ଗୋଟିଏ ଟ୍ରାକ୍ଟର, ଗୋଟିଏ କାର, ଗୋଟିଏ ମୋଟର ସାଇକେଲ, ୫ଟି ମୋବାଇଲ ଫୋନ୍‌ ଜବତ କରିଥିଲା।  ଜବତ ହୋଇଥିବା ଗଞ୍ଜେଇ ବିହାରକୁ ଚାଲାଣ ପାଇଁ ଯାଉଥିଲା। ସୋମବାର ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

୨୦୨୦ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୧୪୩ଟି ଗଞ୍ଜେଇ ମାମଲା ରୁଜୁ ହୋଇଥିବା ବେଳେ ୩୦୧୭୨ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏଥି ସହ ୨୯୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୨୭ଟି ଗାଡିକୁ ଜବତ କରାଯାଇଛି। ଚଳିତବର୍ଷ ୯ଟି ମାମଲା ରୁଜୁ ହୋଇଥିବା ବେଳେ ୨୮୧୩ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଅଭିଯୋଗରେ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୦ଟି ଗାଡି ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story