୧୭ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ,ପୋଡ଼ିଦେଲା ଅବକାରୀ ବିଭାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁରର ମେରେଣ୍ଡା ଓ ନାରିଙ୍ଗି ଅଞ୍ଚଳରେ ୧୭ ଏକର ଜମିରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ଅବକାରୀ ବିଭାଗ ନଷ୍ଟ କରିଦେଇଛି। ଗତ ଦୁଇ ଦିନ ତଳେ ମଧ୍ୟ ସାଟା ଓ ମହାଡିମ ବନାଞ୍ଚଳରେ ୨୦ଏକର ଜମିରେ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରି ଦିଆଯାଇଥିଲା ।  

nn

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 09:56 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁରର ମେରେଣ୍ଡା ଓ ନାରିଙ୍ଗି ଅଞ୍ଚଳରେ ୧୭ ଏକର ଜମିରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ଅବକାରୀ ବିଭାଗ ନଷ୍ଟ କରିଦେଇଛି।

ଗତ ଦୁଇ ଦିନ ତଳେ ମଧ୍ୟ ସାଟା ଓ ମହାଡିମ ବନାଞ୍ଚଳରେ ୨୦ଏକର ଜମିରେ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରି ଦିଆଯାଇଥିଲା ।

 

Related story