୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଲମତାପୁଟ (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ଜୟପୁର ଆସୁଥିବା ଏକ ନମ୍ବର ବିହୀନ ଗାଡ଼ିରୁ ୭୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ହେଲେ ଅନ୍ଧକାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଛି। ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ ଜବତ କରିଛି। ଶନିବାର ରାତିରେ ମାଛକୁଣ୍ଡ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ୱର ବିହୀନ ପିକ୍‌ଅପ୍‌ ଭ୍ୟାନ୍‌ ଦେଖିଥିଲା। ଉକ୍ତ ଗାଡ଼ି ଗଞ୍ଜେଇ ଚାରା […]

koraput

koraput

Manoranjan Sial
  • Published: Sunday, 18 October 2020
  • Updated: 18 October 2020, 10:19 AM IST

Sports

Latest News

ଲମତାପୁଟ (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ଜୟପୁର ଆସୁଥିବା ଏକ ନମ୍ବର ବିହୀନ ଗାଡ଼ିରୁ ୭୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ହେଲେ ଅନ୍ଧକାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଛି। ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ ଜବତ କରିଛି।

ଶନିବାର ରାତିରେ ମାଛକୁଣ୍ଡ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ୱର ବିହୀନ ପିକ୍‌ଅପ୍‌ ଭ୍ୟାନ୍‌ ଦେଖିଥିଲା। ଉକ୍ତ ଗାଡ଼ି ଗଞ୍ଜେଇ ଚାରା ଚାଲାଣ ହେଉଥିବା ସନ୍ଦେହ କରି ପୁଲିସ ପିଛା କରିଥିଲା। ମାଛକୁଣ୍ଡଠାରୁ ପ୍ରାୟ ୫ କିଲୋମିଟର ଦୂର ଘଡାବେଡା ବ୍ରିଜ ନିକଟରେ ପୁଲିସ ଉକ୍ତ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା। ପୁଲିସ ଉକ୍ତ ଗାଡ଼ିରୁ ଗଞ୍ଜେଇ ଜବତ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story