ଦୁଷ୍ଟାମି କରିବାରୁ ପର କରିଦେଲା ମା’, ଅନାଥ ହୋଇଗଲା କୁନି ଗଜରାଜ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପର କରିଦେଲା ପଣତକାନି। କାଲି ସେ ମାଆ ସହ ପଲରେ ଚାଲୁଥିଲା। ସାଥୀଙ୍କ ମେଳରେ ବୁଲୁଥିଲା। ହେଲେ ଆଜି ସେ ଅଲୋଡ଼ା। ଏକୁଟିଆ। ବ୍ରହ୍ମପୁର ନିକଟ ଟମଣା ନର୍ସରୀରେ ନିଃସଙ୍ଗ ଜୀବନ ବିତାଉଥିବା ମାତ୍ର ୯ ମାସର ହାତୀ ଛୁଆଟି ଏବେ ନିଜ ସାଙ୍ଗସାଥୀ ଓ ପରିବାରଠୁ ବହୁ ଦୂରରେ।  ନିଜ ଭୁଲ କଣ ଜାଣିବା ପୂର୍ବରୁ ତାକୁ ପର କରି ଦେଲେ ସାଥୀ ସହୋଦର । ଗତକାଲି ସୁରଳ ଅଞ୍ଚଳରେ ପଶିଥିବା ହାତୀପଲରେ […]

8nb

8nb

Tapas Behera
  • Published: Wednesday, 30 December 2020
  • Updated: 30 December 2020, 07:41 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପର କରିଦେଲା ପଣତକାନି। କାଲି ସେ ମାଆ ସହ ପଲରେ ଚାଲୁଥିଲା। ସାଥୀଙ୍କ ମେଳରେ ବୁଲୁଥିଲା। ହେଲେ ଆଜି ସେ ଅଲୋଡ଼ା। ଏକୁଟିଆ। ବ୍ରହ୍ମପୁର ନିକଟ ଟମଣା ନର୍ସରୀରେ ନିଃସଙ୍ଗ ଜୀବନ ବିତାଉଥିବା ମାତ୍ର ୯ ମାସର ହାତୀ ଛୁଆଟି ଏବେ ନିଜ ସାଙ୍ଗସାଥୀ ଓ ପରିବାରଠୁ ବହୁ ଦୂରରେ।  ନିଜ ଭୁଲ କଣ ଜାଣିବା ପୂର୍ବରୁ ତାକୁ ପର କରି ଦେଲେ ସାଥୀ ସହୋଦର । ଗତକାଲି ସୁରଳ ଅଞ୍ଚଳରେ ପଶିଥିବା ହାତୀପଲରେ ଥିଲେ ତା ଭଳି କିଛି ଛୁଆହାତୀ ।

ହ୍ରଦରେ ପାଣିର ମଜାନେବା ବେଳେ ଭାସିଯିବାରୁ ତାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ ସେଇଠୁ ଗୋଠଛଡ଼ା ହୋଇଯିବାରରୁ ସେ ହୋଇ ପଡ଼ିଥିଲା ଦଳ ପାଇଁ ଅନାବଶ୍ୟକ। ଏଣେ ଘଟଣା ଉପରେ ନଜର ରଖିଥିଲେ ବନ ବିଭାଗ କର୍ତ୍ତୃପକ୍ଷ । ଦିନ ତମାମ ହାତୀ ଛୁଆଟିକୁ ଦଳରେ ମିଶାଇବାକୁ ଚେଷ୍ଟା କରି ଶେଷରେ ବିଫଳ ହେବାରୁ ରାତିରେ ହତୀଛୁଆକୁ ଉଦ୍ଧାର କରି ନର୍ସରୀରେ ଆଶ୍ରୟ ଦେଇଥିଲେ।

ମଙ୍ଗଳବାର ରାତିରେ ହାତୀଛୁଆକୁ ଉଦ୍ଧାର ପରେ ତା ଦେହର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା  ଅଘାତ ଓ କ୍ଷତ ଚିହ୍ନ । ଜଣେ ଭେଟେନାରୀ ଡାକ୍ତରଙ୍କ ଦ୍ୱାରା ପ୍ରଥମେ ଚିକିତ୍ସା କରାଯାଇଥିଲା ଏପଟେ ହାତୀଛୁଆଟି ଠିକରେ ଖାଇବା ପିଇବା ଶିଖି ନଥିବାରୁ ଦୁଇ ଜଣ ବନ କର୍ମଚାରୀଙ୍କ ହାତରେ ନ୍ୟସ୍ତ ହୋଇଛି ଏ ଦାୟିତ୍ୱ । ଏଠାରେ ସେ ସୁସ୍ଥ ହେବା ପରେ ତାକୁ ନନ୍ଦନକାନ ପ୍ରାଣୀ ଉଦ୍ୟାନକୁ ପଠାଇ ଦିଆଯିବ ବୋଲି ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଟମଣା ନର୍ସରୀରେ ଛୁଆ ହାତୀ ଥିବା ଖବର ପରେ ଏବେ ସ୍ଥାନ ପାଲଟିଛି ସ୍ଥାନୀୟ ଲୋକଙ୍କ ମୁଖ୍ୟ ଆକର୍ଷଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story