ଥମୁନି ଝାଡ଼ାବାନ୍ତି: ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଜିଲ୍ଲା ପୋଲସରା ଏନ୍ଏସିରେ ଦୀପାବଳି ଠାରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି। ସେଥିମଧ୍ୟରୁ ୩୦ରୁ ୪୦ ଜଣ ରୋଗୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ ଝାଡ଼ାବାନ୍ତି ବ୍ୟାପିବାର କାରଣ ସ୍ପଷ୍ଟ ଜଣା ପଡ଼ି ନଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଡାକ୍ତର କହିଛନ୍ତି। ପାଣି ଯୋଗୁଁ ଏହା ବ୍ୟାପୁ ଥାଇପାରେ ବୋଲି ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ […]

polosora jhada banti

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 08:19 PM IST

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଜିଲ୍ଲା ପୋଲସରା ଏନ୍ଏସିରେ ଦୀପାବଳି ଠାରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି। ସେଥିମଧ୍ୟରୁ ୩୦ରୁ ୪୦ ଜଣ ରୋଗୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଏପର୍ଯ୍ୟନ୍ତ ଝାଡ଼ାବାନ୍ତି ବ୍ୟାପିବାର କାରଣ ସ୍ପଷ୍ଟ ଜଣା ପଡ଼ି ନଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଡାକ୍ତର କହିଛନ୍ତି। ପାଣି ଯୋଗୁଁ ଏହା ବ୍ୟାପୁ ଥାଇପାରେ ବୋଲି ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ଏଥିପାଇଁ ସେଠାରେ ଗୋଟିଏ ପମ୍ପ ହାଉସ୍କୁ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related story