ବାଇକରେ ବୋମା ଧରି ଯାଉଥିଲେ, ପଡ଼ିଯିବାରୁ ଫୁଟିଲା

ଖଲିକୋଟ (ସିଲୁ ବିଶ୍ୱାଳ): ବୋମା ଧରି ବାଇକରେ ଯାଉଥିବା ବେଳେ ଚକା ସ୍ଲିପ୍‌ କରିଥିଲା। ଫଳରେ ବୋମାଟି ବିସ୍ଫୋରଣ କରିଥିଲା। ଆଉ ବାଇକ ପଛରେ ବୋମା ଧରି ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗରୁ ପ୍ରକାଶ, ଖଲ୍ଲିକୋଟ ଥାନା ନୂଆ ଫାସୁଳା ଗାଁର ମିଟୁ ମହାରଣା ଓ ସିଲୁ ପାହାନ ଏକ ବାଇକରେ ବୋମା ଧରି ଯାଉଥିଲେ। ତେବେ ନିର୍ମଳଝର ଛକରେ ହଠାତ […]

khalikor

khalikor

Manoranjan Sial
  • Published: Tuesday, 01 December 2020
  • Updated: 01 December 2020, 06:14 PM IST

Sports

Latest News

ଖଲିକୋଟ (ସିଲୁ ବିଶ୍ୱାଳ): ବୋମା ଧରି ବାଇକରେ ଯାଉଥିବା ବେଳେ ଚକା ସ୍ଲିପ୍‌ କରିଥିଲା। ଫଳରେ ବୋମାଟି ବିସ୍ଫୋରଣ କରିଥିଲା। ଆଉ ବାଇକ ପଛରେ ବୋମା ଧରି ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ଖଲ୍ଲିକୋଟ ଥାନା ନୂଆ ଫାସୁଳା ଗାଁର ମିଟୁ ମହାରଣା ଓ ସିଲୁ ପାହାନ ଏକ ବାଇକରେ ବୋମା ଧରି ଯାଉଥିଲେ। ତେବେ ନିର୍ମଳଝର ଛକରେ ହଠାତ ବାଇକ୍‌ ଚକା ସ୍ଲିପ୍‌ କରିଥିଲା। ଫଳରେ ଦୁଇ ଜଣ ଯାକ ତଳେ ପଡ଼ି ଯାଇଥିଲେ। ଆଉ ବୋମାଟି ବିସ୍ଫୋରଣ କରିବାରୁ ବାଇକ ପଛରେ ବସିଥିବା ମିଟୁଙ୍କର ମୃତ୍ୟୁ ଘଟିଛି। ଯୁବକଙ୍କ ହାତ ଓ ଗୋଡ ଅଲଗା ହୋଇ ଯାଇଛି। ଅନ୍ୟପକ୍ଷରେ ବାଇକ ଚାଳକ ସିଲୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ଯୁବକ ବୋମା ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story