ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ମଦନପୁର ଗାଁରେ ଗତକାଲି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଏକ ଘରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ପ୍ରଥମେ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଘରେ ଜଣେ ବ୍ୟକ୍ତି ଥିଲେ। ସେ ନିଆଁ ଦେଖି ଦୌଡ଼ି ପଳାଇ ଯାଇଥିଲେ। ପରେ ଘରେ ଥିବା ୪ଟି ଯାକ ଟାଙ୍କି ବିସ୍ଫୋରଣରେ ଫାଟି ଯାଇଥିଲା। ଏହା ଫଳରେ ପୂରା ଘରେ ନିଆଁ […]

fire

fire

Jitendra Garnayak
  • Published: Sunday, 27 January 2019
  • Updated: 27 January 2019, 08:27 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ମଦନପୁର ଗାଁରେ ଗତକାଲି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଏକ ଘରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ପ୍ରଥମେ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଘରେ ଜଣେ ବ୍ୟକ୍ତି ଥିଲେ। ସେ ନିଆଁ ଦେଖି ଦୌଡ଼ି ପଳାଇ ଯାଇଥିଲେ। ପରେ ଘରେ ଥିବା ୪ଟି ଯାକ ଟାଙ୍କି ବିସ୍ଫୋରଣରେ ଫାଟି ଯାଇଥିଲା। ଏହା ଫଳରେ ପୂରା ଘରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲା।

ଗୋଟିଏ ଟାଙ୍କିରୁ ଆଉ ଗୋଟିଏ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି କଲା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story