ଏନ୍‌ଏଚରେ ଓଲଟି ପଡ଼ିଲା ଆମୋନିଆ ଭର୍ତ୍ତି ଟ୍ୟାଙ୍କର

ଖଲିକୋଟ(ଶିଲୁ ବିଶ୍ୱାଳ): ଜାତୀୟ ରାଜପଥରେ ଓଲଟି ପଡ଼ିଲା ଆମୋନିଆ ବୋଝେଇ ଟ୍ୟାଙ୍କର। ଦୁର୍ଘଟଣା ପରେ ଗ୍ୟାସ୍‌ ଲିକ୍‌ ହୋଇନଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳା ଛକରେ ଘଟିଛି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଭୁବନେଶ୍ୱରରୁ ଏକ ଆମୋନିଆ ବୋଝେଇ ଟ୍ୟାଙ୍କର ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ଜାତୀୟ ରାଜପଥର ପୁଇଁତଳା ଛକରେ ଟ୍ୟାଙ୍କର ଆଗ ଚକ ଫାଟି ଯାଇଥିଲା। ଯାହାଫଳରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି […]

khallikote tanker accident

khallikote tanker accident

Manoranjan Sial
  • Published: Monday, 01 March 2021
  • Updated: 01 March 2021, 06:47 PM IST

Sports

Latest News

ଖଲିକୋଟ(ଶିଲୁ ବିଶ୍ୱାଳ): ଜାତୀୟ ରାଜପଥରେ ଓଲଟି ପଡ଼ିଲା ଆମୋନିଆ ବୋଝେଇ ଟ୍ୟାଙ୍କର। ଦୁର୍ଘଟଣା ପରେ ଗ୍ୟାସ୍‌ ଲିକ୍‌ ହୋଇନଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳା ଛକରେ ଘଟିଛି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଭୁବନେଶ୍ୱରରୁ ଏକ ଆମୋନିଆ ବୋଝେଇ ଟ୍ୟାଙ୍କର ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ଜାତୀୟ ରାଜପଥର ପୁଇଁତଳା ଛକରେ ଟ୍ୟାଙ୍କର ଆଗ ଚକ ଫାଟି ଯାଇଥିଲା। ଯାହାଫଳରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଟ୍ୟାଙ୍କର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ଏବେ ସୁସ୍ଥ ଅଛନ୍ତି।

ଜାତୀୟ ରାଜପଥରେ ଟ୍ୟାଙ୍କର ଓଲଟି ପଡ଼ିଥିବା ଜାଣିପାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ମାତ୍ର ସଞ୍ଜ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତେବେ ଟ୍ୟାଙ୍କରରେ ଗ୍ୟାସ ସୁରକ୍ଷିତ ଥିବା ଜଣାପଡ଼ିଛି। ତଥାପି ବିଶେଷଜ୍ଞ ଟିମ୍‌ ଆଖପାଖ ଅଞ୍ଚଳର ଗାଁ ଲୋକଙ୍କୁ ସତର୍କ କରାଇଛି।

ଦୁର୍ଘଟଣା ପରେ କିଛି ସମୟ ପାଇଁ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ତେବେ ଏନ୍‌ଏଚ୍‌ଟି ଡବଲ ୱେ’ ହୋଇଥିବାରୁ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚାଲୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story