ଏଣିକି ଶ୍ରୀମନ୍ଦିରରେ ଜଳିବ ଶୁଦ୍ଧ ଘିଅ ଦୀପ: ଅସ୍ଥାୟୀ ଷ୍ଟଲରେ ଆରମ୍ଭ ହେଲା ବିକ୍ରି

<p>ପୁରୀ: ଶ୍ରୀମନ୍ଦିରରେ ଶୁଦ୍ଧ ଘିଅ ଦୀପ ବିକ୍ରି କରାଯିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଆଜିଠାରୁ କୋଇଲି ବୈକୁଣ୍ଠ ପରିସରରେ ଏକ ଅସ୍ଥାୟୀ କାଉଣ୍ଟରରେ ଘିଅ ବିକ୍ରି ଆରମ୍ଭ କରାଯାଇଛି। ମନ୍ଦିର ପରିସରରେ ଥିବା ଦୀପ ଦୋକାନମାନଙ୍କୁ ମାର୍କେଟ ଦରଠାରୁ କମ୍ ମୂଲ୍ୟରେ ଓମଫେଡ ପକ୍ଷରୁ ଏହି ଘିଅ ଯୋଗାଇ ଦିଆଯାଉଛି।</p> <p>ଶ୍ରୀମନ୍ଦିରର କୋଠାଭୋଗ ଓମଫେଡ ତିଆରି କରାଯାଉଛି। ତେଣୁ ଦୀପ ଲାଗି ମଧ୍ୟ ଓମଫେଡ ଘିଅ ଯୋଗାଇ ଦେଇଛି। ଭକ୍ତମାନଙ୍କୁ ସର୍ବନିମ୍ନ ୫ ଟଙ୍କାରେ ଶୁଦ୍ଧ ଘିଅ ଦୀପ ବିକ୍ରି କରାଯିବ ଏବଂ&nbsp; ଅପମିଶ୍ରିତ ଘିଅ ବ୍ୟବହାର କଲେ ଦୋକାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।</p>

Ordigital Desk
  • Published: Sunday, 03 September 2017
  • Updated: 03 September 2017, 07:30 PM IST

Sports

Latest News

<p>ପୁରୀ: ଶ୍ରୀମନ୍ଦିରରେ ଶୁଦ୍ଧ ଘିଅ ଦୀପ ବିକ୍ରି କରାଯିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଆଜିଠାରୁ କୋଇଲି ବୈକୁଣ୍ଠ ପରିସରରେ ଏକ ଅସ୍ଥାୟୀ କାଉଣ୍ଟରରେ ଘିଅ ବିକ୍ରି ଆରମ୍ଭ କରାଯାଇଛି। ମନ୍ଦିର ପରିସରରେ ଥିବା ଦୀପ ଦୋକାନମାନଙ୍କୁ ମାର୍କେଟ ଦରଠାରୁ କମ୍ ମୂଲ୍ୟରେ ଓମଫେଡ ପକ୍ଷରୁ ଏହି ଘିଅ ଯୋଗାଇ ଦିଆଯାଉଛି।</p><p>ଶ୍ରୀମନ୍ଦିରର କୋଠାଭୋଗ ଓମଫେଡ ତିଆରି କରାଯାଉଛି। ତେଣୁ ଦୀପ ଲାଗି ମଧ୍ୟ ଓମଫେଡ ଘିଅ ଯୋଗାଇ ଦେଇଛି। ଭକ୍ତମାନଙ୍କୁ ସର୍ବନିମ୍ନ ୫ ଟଙ୍କାରେ ଶୁଦ୍ଧ ଘିଅ ଦୀପ ବିକ୍ରି କରାଯିବ ଏବଂ&nbsp; ଅପମିଶ୍ରିତ ଘିଅ ବ୍ୟବହାର କଲେ ଦୋକାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos