ଓଡ଼ିଶା ଜଙ୍ଗଲରେ ଭୂତ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର); ଓଡ଼ିଶା ଜଙ୍ଗଲରେ ଭୂତ ! କିଛି ଦିନ ହେବ ଏପରି ଏକ ଭିଡିଓ ବିଭିନ୍ନ ସୋଶାଲ ମିଡିଆରେ ଘୂରି ବୁଲୁଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋରଦାର ଚାଲିଛି। ତେବେ ଏହି ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଫେକ୍ ଭିଡିଓ ଏବଂ ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସୋଶାଲ ମିଡିଆ ଏକ୍ସପର୍ଟ କହିଛନ୍ତି । ସେହିପରି ଏହି ଭିଡିଓକୁ ବ୍ୟବହାର କରି ଲୋକଙ୍କୁ […]

ghost-1-1

ghost-1-1

Niharika Rout
  • Published: Monday, 07 October 2019
  • Updated: 07 October 2019, 01:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର); ଓଡ଼ିଶା ଜଙ୍ଗଲରେ ଭୂତ ! କିଛି ଦିନ ହେବ ଏପରି ଏକ ଭିଡିଓ ବିଭିନ୍ନ ସୋଶାଲ ମିଡିଆରେ ଘୂରି ବୁଲୁଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋରଦାର ଚାଲିଛି। ତେବେ ଏହି ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି।

ଏହା ଏକ ଫେକ୍ ଭିଡିଓ ଏବଂ ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସୋଶାଲ ମିଡିଆ ଏକ୍ସପର୍ଟ କହିଛନ୍ତି । ସେହିପରି ଏହି ଭିଡିଓକୁ ବ୍ୟବହାର କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ଏହାକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos