ଗଛରେ ଝୁଲିଛି ଯୁବତୀଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା

ବଣାଇ(ରଞ୍ଜିତ ଚୌଧୁରୀ): ଜଙ୍ଗଲ ଭିତରେ ଏକ ଗଛରେ ଝୁଲିଛି ଜଣେ ଯୁବତୀଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଦେଖିବାକୁ ମିଳିଛି। ପୁରୁଣାପାଣି ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ […]

Suicide

Suicide

Manoranjan Sial
  • Published: Saturday, 03 July 2021
  • Updated: 05 July 2021, 03:28 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ଜଙ୍ଗଲ ଭିତରେ ଏକ ଗଛରେ ଝୁଲିଛି ଜଣେ ଯୁବତୀଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଦେଖିବାକୁ ମିଳିଛି।

ପୁରୁଣାପାଣି ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ଜଣାପଡ଼ିନାହିଁ।

ଯୁବତୀ ଜଣକ ବେକରେ ଚୁନି ଗୁଡାଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କର ବୟସ ୧୭ ୧୮ ବର୍ଷ ହେବ। ଦେଖିବାକୁ କୃଷ୍ଣ ବର୍ଣ୍ଣ। ଘଟଣା ସ୍ଥଳରେ ଯୁବତୀ ଜଣଙ୍କର ମୋବାଇଲ୍‌, ଚପଲ ଓ ଟର୍ଚ୍ଚ ପଡିଥିବା ଦେଖିବାକୁ ମିଳିଛି। ପୁଲିସ୍‌ ମୃତଦେହ, ମୋବାଇଲ୍‌ ଫୋନ ଓ ଅନ୍ୟ ସାମଗ୍ରୀକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ପରିଚୟ ଜାଣିପାରିନାହିଁ। ଏପରିକି ଏହା ହତ୍ୟା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story