ନଦୀରେ ଭାସୁଛି ଯୁବତୀଙ୍କ ଶରୀର, ମୁଣ୍ଡ ଖୋଜୁଛି ପୁଲିସ୍‌

ଟିଟିଲାଗଡ (ମାନସ ରଞ୍ଜନ ମହାନ୍ତି): ନଦୀରେ ଭାସୁଥିଲା ଯୁବତୀଙ୍କ ଶରୀର। ହେଲେ ନଥିଲା ମୁଣ୍ଡ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଶରୀର ଜବତ କରିଥିବା ବେଳେ ମୁଣ୍ଡ ଖୋଜିବାରେ ଲାଗି ପଡ଼ିଛି। ଆଜି ସକାଳେ ସକାଳେ ଏପରି ଘଟଣା ସଇଁତଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେପଟେ ଯୁବତୀଙ୍କ ମୁଣ୍ଡ ନଥିବାରୁ ପରିଚୟ ମିଳିପାରି ନାହିଁ। ଆଜି ସକାଳେ କମରଲଗା ଗାଁ ଲୋକେ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ନଦୀରେ […]

girl

girl

Manoranjan Sial
  • Published: Wednesday, 24 August 2022
  • Updated: 24 August 2022, 05:36 PM IST

Sports

Latest News

ଟିଟିଲାଗଡ (ମାନସ ରଞ୍ଜନ ମହାନ୍ତି): ନଦୀରେ ଭାସୁଥିଲା ଯୁବତୀଙ୍କ ଶରୀର। ହେଲେ ନଥିଲା ମୁଣ୍ଡ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଶରୀର ଜବତ କରିଥିବା ବେଳେ ମୁଣ୍ଡ ଖୋଜିବାରେ ଲାଗି ପଡ଼ିଛି। ଆଜି ସକାଳେ ସକାଳେ ଏପରି ଘଟଣା ସଇଁତଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେପଟେ ଯୁବତୀଙ୍କ ମୁଣ୍ଡ ନଥିବାରୁ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ କମରଲଗା ଗାଁ ଲୋକେ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ନଦୀରେ ଜଣେ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଗାଁ ଲୋକେ ଏନେଇ ସଇଁନ୍ତଳା ଥାନାକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ନଦୀ କୂଳରେ ପହଞ୍ଚି ଥିଲା। ନଦୀ ପଠାରେ ପ୍ରଚୁର ମାତ୍ରାରେ ରକ୍ତ ପଡ଼ିଥିବା ବେଳେ ପାଣିରେ ମୁଣ୍ଡ ବିହୀନ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା ପୁଲିସ୍‌।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଯୁବତୀଙ୍କ ମୁଣ୍ଡ ନଥିବାରୁ ପରିଚୟ ଜଣାପଡ଼ି ନାହିଁ। ପୁଲିସ୍, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଜାରି ରଖଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଘଟଣାଟି ମଙ୍ଗଳବାର ରାତିରେ ଘଟିଥିବା ଗାଁ ଲୋକେ ଅନୁମାନ କରୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଓ କଣ ପାଇଁ ଏଭଳି ବୀଭତ୍ସ କାଣ୍ଡ ଘଟାଇଛି? ହତ୍ୟା ହୋଇଥିବା ଯୁବତୀ କିଏ? ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story