ଟ୍ରକ୍‌ ଧକ୍କାରେ ଯୁବତୀ ମୃତ

ଵାଙ୍କି (ସଞ୍ଜିପ କୁମାର ନାୟକ): ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ମସଜିଦ ସମ୍ମୁଖରେ ଏକ ଟ୍ରକ ଓ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ରକ୍‌ ସହ ଡ୍ରାଇଭରକୁ ଅଟକାଇ ଅଟକ ରଖି ପରେ ପୋଲିସ ଜିମା ଦେଇଥିଲେ। ସୂଚନାଯୋଗ୍ୟ, ଏକ ବାଇକ୍‌ରେ ଯୁବତୀଙ୍କ ସମେତ ଦୁଇଜଣ ଆଠଗଡ଼ରୁ ନୟାଗଡ଼ ଯାଉଥିଲେ। ସକାଳ ପ୍ରାୟ ୭ଟା ବେଳେ ସେମାନେ ମସଜିଦ ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ […]

banki1

banki1

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 06:45 PM IST

Sports

Latest News

ଵାଙ୍କି (ସଞ୍ଜିପ କୁମାର ନାୟକ): ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ମସଜିଦ ସମ୍ମୁଖରେ ଏକ ଟ୍ରକ ଓ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ରକ୍‌ ସହ ଡ୍ରାଇଭରକୁ ଅଟକାଇ ଅଟକ ରଖି ପରେ ପୋଲିସ ଜିମା ଦେଇଥିଲେ।

bankiସୂଚନାଯୋଗ୍ୟ, ଏକ ବାଇକ୍‌ରେ ଯୁବତୀଙ୍କ ସମେତ ଦୁଇଜଣ ଆଠଗଡ଼ରୁ ନୟାଗଡ଼ ଯାଉଥିଲେ। ସକାଳ ପ୍ରାୟ ୭ଟା ବେଳେ ସେମାନେ ମସଜିଦ ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story