ଶୁଭଶ୍ରୀଙ୍କୁ କିଏ ଫୁସୁଲେଇ ନେଇ ଯାଇଥିଲା?

ଯାଜପୁର(ଗୁଲାମ ଗସ): କଲେଜରେ ପଢ଼ୁଥିଲେ ଶୁଭଶ୍ରୀ। କିଏ ତାଙ୍କୁ ଫୁସୁଲେଇ ନେଇଗଲେ? ଆଉ କାହିଁକି ସେ ବିଷ ପିଇଦେଲେ? ମେଡ଼ିକାଲ୍‌ରେ ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ପଲେଇ ଗାଁର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକ(୨୦) ମଙ୍ଗଳବାର ପୂର୍ବାହ୍ନରେ ଘରୁ ପଳାଇ ଯାଇଥିଲେ। ତାଙ୍କୁ ଦୁଇ ଯୁବକ ଘରୁ କେଉଁ ନେଇ ଯାଇଥିଲେ। ଝିଅ ଘରୁ ଯିବାର କିଛି ସମୟ ପରେ ଏକ ଫୋନ୍‌ କଲ ଆସିଥିଲା। ଫୋନ୍‌ […]

Girl

Girl

Manoranjan Sial
  • Published: Wednesday, 21 December 2022
  • Updated: 21 December 2022, 08:59 PM IST

Sports

Latest News

ଯାଜପୁର(ଗୁଲାମ ଗସ): କଲେଜରେ ପଢ଼ୁଥିଲେ ଶୁଭଶ୍ରୀ। କିଏ ତାଙ୍କୁ ଫୁସୁଲେଇ ନେଇଗଲେ? ଆଉ କାହିଁକି ସେ ବିଷ ପିଇଦେଲେ? ମେଡ଼ିକାଲ୍‌ରେ ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାଜପୁର ଜିଲ୍ଲା ପଲେଇ ଗାଁର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକ(୨୦) ମଙ୍ଗଳବାର ପୂର୍ବାହ୍ନରେ ଘରୁ ପଳାଇ ଯାଇଥିଲେ। ତାଙ୍କୁ ଦୁଇ ଯୁବକ ଘରୁ କେଉଁ ନେଇ ଯାଇଥିଲେ। ଝିଅ ଘରୁ ଯିବାର କିଛି ସମୟ ପରେ ଏକ ଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ, ତୁମ ଝିଅ ବିଷ ପିଇ ଦେଇଛି, ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛି। ଏ କଥା ଶୁଣିବା ପରେ ପରିବାର ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା।

କାଳବିଳମ୍ୱ ନକରି ମେଡ଼ିକାଲ୍‌କୁ ଧାଇଁ ଯାଇଥିଲେ। ପରିବାର ଲୋକେ ମେଡିକାଲରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ଦୁଇ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ମେଡିକାଲର ଡାକ୍ତରଙ୍କ ପରାମର୍ଶରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଶୁଭଶ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଝିଅ ଘରୁ ଗଲା ବେଳେ ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିଲା। ବର୍ତ୍ତମାନ ସେହି ଟଙ୍କାର ପତ୍ତା ମିଳୁନାହିଁ। ଦୁଇ ଯୁବକ ଶୁଭଶ୍ରୀଙ୍କୁ ହତ୍ୟା କରି ଟଙ୍କା ଧରି ଚମ୍ପଟ ମାରିଥିବା ନେଇ ପରିବାର ଲୋକ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡ଼ିକାଲକୁ ପଠାଇ ଦେଇଛି। ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story