ହେଲ୍‌ମେଟ୍‌ ନପିନ୍ଧି ଫାଇନ୍‌ ଦେଲେ ଦିଦି

ରାଉରକେଲା(ପୱନ ତିୱାରୀ): ହେଲ୍‌ମେଟ୍‌ ନପିନ୍ଧି ଫାଇନ୍‌ ଦେଲେ ଦିଦି। ଟ୍ୟୁସନ୍‌ ସାରି ଦିଦି ବିନା ହେଲ୍‌ମେଟ୍‌ରେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଫାଇନ୍‌ ଦେଇଛନ୍ତି। ଏପରି ଘଟଣା ଷ୍ଟିଲ୍‌ସିଟି ରାଉରକେଲାରେ ଘଟିଛି। ରାଉରକେଲା ସମେତ ସମଗ୍ର ରାଜ୍ୟରେ କାଲିଠାରୁ ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ମାଡ଼ି ବସୁଛି ପୁଲିସ। ଆଜି ରାଉରକେଲା ଟ୍ରାଫିକ୍‌ ଟାୱାର ଛକରେ ଟ୍ରାଫିକ୍‌ ଯାଞ୍ଚ ହେଉଥିଲା। ଏହି ସମୟରେ ଜଣେ ଯୁବତୀ […]

trafic

trafic

Manoranjan Sial
  • Published: Monday, 02 March 2020
  • Updated: 02 March 2020, 06:31 PM IST

Sports

Latest News

ରାଉରକେଲା(ପୱନ ତିୱାରୀ): ହେଲ୍‌ମେଟ୍‌ ନପିନ୍ଧି ଫାଇନ୍‌ ଦେଲେ ଦିଦି। ଟ୍ୟୁସନ୍‌ ସାରି ଦିଦି ବିନା ହେଲ୍‌ମେଟ୍‌ରେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଫାଇନ୍‌ ଦେଇଛନ୍ତି। ଏପରି ଘଟଣା ଷ୍ଟିଲ୍‌ସିଟି ରାଉରକେଲାରେ ଘଟିଛି।

ରାଉରକେଲା ସମେତ ସମଗ୍ର ରାଜ୍ୟରେ କାଲିଠାରୁ ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ମାଡ଼ି ବସୁଛି ପୁଲିସ। ଆଜି ରାଉରକେଲା ଟ୍ରାଫିକ୍‌ ଟାୱାର ଛକରେ ଟ୍ରାଫିକ୍‌ ଯାଞ୍ଚ ହେଉଥିଲା। ଏହି ସମୟରେ ଜଣେ ଯୁବତୀ ବିନା ହେଲ୍‌ମେଟ୍‌ରେ କାନରେ ଇୟର ଫୋନ୍‌ ଦେଇ ମୁଣ୍ଡରେ ଷ୍ଟୋଲ୍‌ ବାନ୍ଧି ଯାଉଥିଲେ। ଏହା ଦେଖି ଟ୍ରାଫିକ ପୁଲିସ ତାଙ୍କୁ ଧରିପକାଇ ଥିଲା। ପଚାରିବାରୁ କହିଥିଲେ ସରି…। ମୁଁ ସବୁଦିନ ହେଲ୍‌ମେଟ୍‌ ପିନ୍ଧେ, କିନ୍ତୁ ଆଜି ପିନ୍ଧିବାକୁ ଭୁଲିଗଲି ବୋଲି ଯୁବତୀ ଜଣକ କହିଥିଲେ। ହେଲ୍‌ମେଟ୍‌ ପିନ୍ଧିନଥିବାରୁ ତାଙ୍କ ଉପରେ ୧୦୦୦ ଟଙ୍କା ଫାଇନ୍‌ ହୋଇଛି। କାନମୁଣ୍ଡ ଆଉଁଶି ଯୁବତୀ ଜଣକ ଫାଇନ୍‌ ଦେଇ ଘରକୁ ଫେରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁବତୀ ଜଣକ ନିଜ ହେଲ୍‌ମେଟ୍‌କୁ ସ୍କୁଟି ଡିକିରେ ରଖିଥିଲେ। ଫାଇନ୍‌ ପରେ ଡିକିରୁ ହେଲ୍‌ମେଟ୍‌ ବାହାର କରି ମୁଣ୍ଡରେ ପିନ୍ଧି ଘରକୁ ଫେରିଲେ।
https://youtu.be/wnE2ZQtsJlg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story