ସ୍ୱାମୀ ଆସିଥିବେ ଭାବି କବାଟ ଖୋଲି ଦେଲେ, କଳାକନା ବୁଲାଇ ଦେଲେ ଲୁଟେରା

କେନ୍ଦୁଝର(ପ୍ରଣୟ ପାଣି): ବିଳମ୍ବିତ ରାତିରେ ସ୍ୱାମୀ ଆସି କବାଟ ବାଡ଼ାଉଥିବା ଭାବି ଘରର ଦ୍ୱାର ଖୋଲିଦେଲେ ମହିଳା। ହେଲେ ସ୍ୱାମୀ ତ ନ ଥିଲେ, ମାରଣାସ୍ତ୍ର ଧରି ଛିଡ଼ା ହୋଇଥିଲେ ୩ ଲୁଟେରା।  ସେମାନେ ଜୋରଜବରଦସ୍ତ ଘରେ ପଶି ଛୁରୀ, ଭୁଜାଲି ଦେଖାଇ ଲୁଟିନେଲେ ପ୍ରାୟ ୧୫ ଲକ୍ଷର ସୁନା। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନ ନାୟକ ସାହିରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ସନାତନ ନାଏକ ଓ ତପସ୍ଵିନୀ […]

pic

pic

Niharika Rout
  • Published: Thursday, 15 December 2022
  • Updated: 15 December 2022, 03:11 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ବିଳମ୍ବିତ ରାତିରେ ସ୍ୱାମୀ ଆସି କବାଟ ବାଡ଼ାଉଥିବା ଭାବି ଘରର ଦ୍ୱାର ଖୋଲିଦେଲେ ମହିଳା। ହେଲେ ସ୍ୱାମୀ ତ ନ ଥିଲେ, ମାରଣାସ୍ତ୍ର ଧରି ଛିଡ଼ା ହୋଇଥିଲେ ୩ ଲୁଟେରା।  ସେମାନେ ଜୋରଜବରଦସ୍ତ ଘରେ ପଶି ଛୁରୀ, ଭୁଜାଲି ଦେଖାଇ ଲୁଟିନେଲେ ପ୍ରାୟ ୧୫ ଲକ୍ଷର ସୁନା। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନ ନାୟକ ସାହିରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ସନାତନ ନାଏକ ଓ ତପସ୍ଵିନୀ ନାଏକ ।

ଗତକାଲି ରାତିରେ ସନାତନ ଘରେ ନ ଥିବା ବେଳେ ନିଜ ୩ ପିଲାଙ୍କ ସହ ତପସ୍ଵିନୀ ଥିଲେ। ରାତି ପ୍ରାୟ ୧ଟା ପରେ କେହି କବାଟ ଠକ୍‌, ଠକ୍‌ କରୁଥିବା ଶୁଣିବାକୁ ପାଇଲେ। ସେ ଆସି କବାଟ ଖୋଲି ଦେବାରୁ ୩ ମୁଖା ପିନ୍ଧା ଦୁର୍ବୃତ୍ତ ଛିଡ଼ା ହୋଇଥିବା ଦେଖିବାକୁ ପାଇଲେ।  ସେମାନେ ଜୋରଜବରଦସ୍ତ ଘର ଭିତରକୁ ପଶି ଯାଇଥିଲେ।

[caption id="attachment_789666" align="aligncenter" width="650"]keon ସନାତନଙ୍କ ଘର ।[/caption]

ଏହାପରେ ତପସ୍ୱିନୀଙ୍କ ବେକରେ ଭୁଜାଲି ଲଗାଇ ସବୁ ଟଙ୍କା, ସୁନା ଦେବାକୁ କହିଥିଲେ। ନଚେତ ସବୁ ପିଲାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହା ଶୁଣି ତପସ୍ୱିନୀ ଭୟଭୀତ ହୋଇ ଘରେ ଥିବା ପ୍ରାୟ ୧୫ ଲକ୍ଷର ସୁନା ଦୁର୍ବୃତ୍ତଙ୍କୁ ଦେଇ ଦେଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଘଟଣା ସମ୍ପର୍କରେ ତପସ୍ୱିନୀ ତୁରନ୍ତ ନିଜ ସ୍ୱାମୀଙ୍କୁ ଫୋନ କରି ଜଣାଇଥିଲେ। କିଛି ସମୟ ମଧ୍ୟରେ ସନାତନ ନିଜ ସାଙ୍ଗମାନଙ୍କ ସହ ଘରେ ପହଞ୍ଚି ଚାରିଆଡ଼େ ଖୋଜାଖୋଜି କରିଥିଲେ ବି କାହାରି ଟେର ପାଇ ନ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story