ଦୋକାନୀ ଧୂପ ଦେଉଥିବା ବେଳେ ୨୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ଛୁ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରର ଏକ ଗହଣା ଦୋକାନରୁ ଆଜି ୨୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜନଗରର ବାଇପାସ୍ ରୋଡ୍‌ ସ୍ଥିତ ମହାବୀର ବାଜାରରେ ଥିବା ‘ଶ୍ରୀମତି ଅଳଙ୍କାର ଓ କଂସା ବାସନ ଭଣ୍ଡାର’ରୁ ଏହି ଲୁଟ୍ ହୋଇଛି। ଅଭିଯୋଗ ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୧ଟା ଦୋକାନର ମାଲିକ ନାରାୟଣ କୁଣ୍ଡୁ ଦୋକାନ ଖୋଲି ଧୂପ ଦେଉଥିବା ବେଳେ ଜଣେ ଯୁବକ ସୁନା କିଣିବାକୁ ଆସିଥିଲେ। […]

shop

shop

Jitendra Garnayak
  • Published: Wednesday, 30 January 2019
  • Updated: 30 January 2019, 12:35 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରର ଏକ ଗହଣା ଦୋକାନରୁ ଆଜି ୨୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜନଗରର ବାଇପାସ୍ ରୋଡ୍‌ ସ୍ଥିତ ମହାବୀର ବାଜାରରେ ଥିବା ‘ଶ୍ରୀମତି ଅଳଙ୍କାର ଓ କଂସା ବାସନ ଭଣ୍ଡାର’ରୁ ଏହି ଲୁଟ୍ ହୋଇଛି।

ଅଭିଯୋଗ ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୧ଟା ଦୋକାନର ମାଲିକ ନାରାୟଣ କୁଣ୍ଡୁ ଦୋକାନ ଖୋଲି ଧୂପ ଦେଉଥିବା ବେଳେ ଜଣେ ଯୁବକ ସୁନା କିଣିବାକୁ ଆସିଥିଲେ। ସେ ନାରାୟଣଙ୍କ ସହ ସୁନା କିଣିବା ନେଇ କଥା ହୋଇଥିଲେ। ସେତେବେଳେ ନାରାୟଣ ଧୂପ ଦେଉଥିବାରୁ ଟିକେ ଅନ୍ୟମନସ୍କ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ସେଠାରେ ରଖାଯାଇଥିବା ସୁନାଅଳଙ୍କାର ଭର୍ତ୍ତି ଏକ ବ୍ୟାଗ୍ ନେଇ ଛୁ ମାରି ଥିଲା। ତା’ସହିତ ଆଉ ଜଣେ ଆସିଥିଲା। ତେବେ ସେ ଦୋକାନ ଭିତରକୁ ଆସି ନଥିଲା। ସେ ଦୋକାନ ବାହାରେ ବାଇକ୍‌ରେ ବସିଥିଲା। ସେ ବାଇକ୍‌କୁ ଷ୍ଟାର୍ଟ କରି ରଖିଥିବା କୁହାଯାଉଛି।

goldଉକ୍ତ ଦୁର୍ବୃତ୍ତର ଚେହେରା ସିସିଟିଭିରେ କଏଦ ହୋଇଯାଇଛି। ସେ ଏକ ଟୋପି ଓ କଳା ଚଷମା ପିନ୍ଧିଛି।

ଏ ଘଟଣାକୁ ନେଇ ରାଜନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story