ପୁରୀ ବେଳାଭୂମିରେ ମିଳୁଛି ସୁନା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ରରେ ସୁନା ଖୋଜୁଛନ୍ତି ମତ୍ସ୍ୟଜୀବୀ। ପୁରୀ ବେଳାଭୂମିରେ ଜୁଆର ମାଡ଼ ହୋଇ ପଛକୁ ଫେରିଯିବା ପରେ ନୋଳିଆ ମତ୍ସ୍ୟଜୀବୀମାନେ ଗୋଡ଼ରେ ଓ ହାତରେ ବାଲିକୁ ଖୋଳି ଖୋଳି ସୁନା ଖୋଜୁଥିବା ଦେଖିବାକୁ ମିଳିଛି। ସେମାନେ କିଛି ସୁନା ପାତିଆ ମଧ୍ୟ ପାଇଛନ୍ତି। ବିଶେଷ କରି ‘ଫୋନି’ ବାତ୍ୟା ପରେ ଲୋକେ ବାଲି ଖୋଳି ସୁନା ଖୋଜୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ୱର୍ଗଦ୍ୱାର ସମ୍ମୁଖରେ ସାବତ ନିଯୋଗ ପକ୍ଷରୁ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। ଅନେକ […]

gold

gold

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ରରେ ସୁନା ଖୋଜୁଛନ୍ତି ମତ୍ସ୍ୟଜୀବୀ। ପୁରୀ ବେଳାଭୂମିରେ ଜୁଆର ମାଡ଼ ହୋଇ ପଛକୁ ଫେରିଯିବା ପରେ ନୋଳିଆ ମତ୍ସ୍ୟଜୀବୀମାନେ ଗୋଡ଼ରେ ଓ ହାତରେ ବାଲିକୁ ଖୋଳି ଖୋଳି ସୁନା ଖୋଜୁଥିବା ଦେଖିବାକୁ ମିଳିଛି। ସେମାନେ କିଛି ସୁନା ପାତିଆ ମଧ୍ୟ ପାଇଛନ୍ତି। ବିଶେଷ କରି ‘ଫୋନି’ ବାତ୍ୟା ପରେ ଲୋକେ ବାଲି ଖୋଳି ସୁନା ଖୋଜୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ସ୍ୱର୍ଗଦ୍ୱାର ସମ୍ମୁଖରେ ସାବତ ନିଯୋଗ ପକ୍ଷରୁ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। ଅନେକ ସମୟରେ ଶ୍ରାଦ୍ଧ ଓ ତର୍ପଣ କରିବା ପରେ ମହୋଦଧିରେ ପୁଣ୍ୟ ଅର୍ଜନର ବିଶ୍ୱାସ ନେଇ ଲୋକେ ସୁନା ବିସର୍ଜନ କରିଥାନ୍ତି। ସେସବୁ ସୁନା ପାତିଆ ସମୁଦ୍ରରେ ଭାସିଯାଇଥାଏ। ପରବର୍ତ୍ତୀ ସମୟରେ ସମୁଦ୍ର ଜୁଆର ମାଡ଼ରେ ସେଗୁଡ଼ିକ ଫେରି ଆସି ବାଲିରେ ପୋତି ହୋଇଯାଇଥାଏ। ଯାହାକୁ ନୋଳିଆମାନେ ଖୋଳି ଖୋଳି ଖୋଜୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story