ଗୋପାଳପୁର ବନ୍ଦରରେ ମାଛ ମଡ଼କ

ବ୍ରହ୍ମପୁର: ଗୋପାଳପୁର ବନ୍ଦର ପରିସରରେ ବହୁ ସଂଖ୍ୟାରେ ମାଛ ମରି ପଡ଼ିଛନ୍ତି। ହେଲେ ମାଛ ମରିବାର କାରଣ ଜଣାପଡ଼ିନି। ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ମାଛ ମାରିବାକୁ ଯାଉନାହାନ୍ତି। ଜିଲ୍ଲା ମତ୍ସ୍ୟ ବିଭାଗ, ପୁରୀ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ର ଓ ରଙ୍ଗେଇଲୁଣ୍ଡା ଓୟୁଏଟି କର୍ତ୍ତୃପକ୍ଷ ଜେଟିକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ପାଣି ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଛନ୍ତି। ଆଇଆର୍‌ଇଲ୍‌ର ମୋନାଜାଇଟ୍‌ ପ୍ରେସେସିଂ ପ୍ଲାଣ୍ଟରୁ ନିର୍ଗତ […]

gopalpur fish

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 01:47 PM IST

ବ୍ରହ୍ମପୁର: ଗୋପାଳପୁର ବନ୍ଦର ପରିସରରେ ବହୁ ସଂଖ୍ୟାରେ ମାଛ ମରି ପଡ଼ିଛନ୍ତି। ହେଲେ ମାଛ ମରିବାର କାରଣ ଜଣାପଡ଼ିନି। ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ମାଛ ମାରିବାକୁ ଯାଉନାହାନ୍ତି।

ଜିଲ୍ଲା ମତ୍ସ୍ୟ ବିଭାଗ, ପୁରୀ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ର ଓ ରଙ୍ଗେଇଲୁଣ୍ଡା ଓୟୁଏଟି କର୍ତ୍ତୃପକ୍ଷ ଜେଟିକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ପାଣି ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଛନ୍ତି।

ଆଇଆର୍‌ଇଲ୍‌ର ମୋନାଜାଇଟ୍‌ ପ୍ରେସେସିଂ ପ୍ଲାଣ୍ଟରୁ ନିର୍ଗତ ରାସାୟନିକ ଦ୍ରବ୍ୟ ପାଣିରେ ମିଶିବାରୁ ମାଛ ମରୁଛନ୍ତି ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।

Related story