ମୋଦିଙ୍କୁ ପ୍ରଶଂସା କଲେ ପ୍ରଦୀପ ପାଣିଗ୍ରାହୀ, କହିଲେ- ମୁଁ ସ୍ୱାଧୀନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କଠାରୁ କୋଣଠେସା ଖାଇବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଆଡ଼କୁ ଢଳିଲେଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇ ତାଙ୍କ ଋଣ ଓଡ଼ିଶାବାସୀ କେବେ ସୁଝି ପାରିବେନି ବୋଲି କହିଛନ୍ତି। ଏଥିସହ ସବୁବେଳେ ନିଜକୁ ବିଜେଡିର ୨୬ ନମ୍ବର ବିଧାୟକ ବୋଲି କହୁଥିବା ପ୍ରଦୀପ ପାଣିଗ୍ରାହୀ ପ୍ରଥମ ଥର ପାଇଁ ନିଜକୁ ସ୍ୱାଧୀନ ବିଧାୟକ ବୋଲି କହିବାକୁ ପଛାଇ ନାହାନ୍ତି। ଫଳରେ ନିଜ ଉପରୁ ବିଜେଡି ଟ୍ୟାଗ୍‌ ହଟାଇ ବିଜେପିରେ […]

modi

modi

Niharika Rout
  • Published: Thursday, 07 July 2022
  • Updated: 07 July 2022, 01:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କଠାରୁ କୋଣଠେସା ଖାଇବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଆଡ଼କୁ ଢଳିଲେଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇ ତାଙ୍କ ଋଣ ଓଡ଼ିଶାବାସୀ କେବେ ସୁଝି ପାରିବେନି ବୋଲି କହିଛନ୍ତି। ଏଥିସହ ସବୁବେଳେ ନିଜକୁ ବିଜେଡିର ୨୬ ନମ୍ବର ବିଧାୟକ ବୋଲି କହୁଥିବା ପ୍ରଦୀପ ପାଣିଗ୍ରାହୀ ପ୍ରଥମ ଥର ପାଇଁ ନିଜକୁ ସ୍ୱାଧୀନ ବିଧାୟକ ବୋଲି କହିବାକୁ ପଛାଇ ନାହାନ୍ତି। ଫଳରେ ନିଜ ଉପରୁ ବିଜେଡି ଟ୍ୟାଗ୍‌ ହଟାଇ ବିଜେପିରେ ଏଣ୍ଟ୍ରି ମାରିବାକୁ ବିଧାୟକ ପାଣିଗ୍ରାହୀ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଜୋର ଧରିଲାଣି।

ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୋଦି ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି, କୌଣସି ପ୍ରଧାନମନ୍ତ୍ରୀ ଦେଇନାହାନ୍ତି। ସ୍ୱାଧୀନତା ପୂର୍ବରୁ କିମ୍ବା ପରେ କୌଣସି ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କୁ ଏତେ ବଡ଼ ଗୁରୁ ଦାୟିତ୍ୱ ଦେଇ ନାହାନ୍ତି। ମୋଦି ନିଜ ୮ ବର୍ଷର ଶାସନ କାଳରେ ଓଡ଼ିଆଙ୍କୁ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଶକ୍ତିକାନ୍ତ ଦାସଙ୍କଠାରୁ ଆରମ୍ଭ କରି ଗିରୀଶ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଏଁ ବହୁ ଓଡ଼ିଆ ବଡ଼ ବଡ଼ ଗୁରୁ ଦାୟିତ୍ୱ ସମ୍ଭାଳିଛନ୍ତି।

ଏହାବାଦ ଦେଶର ସର୍ବୋଚ୍ଚ ପଦରେ ଆଜି ଜଣେ ଓଡ଼ିଆ ଝିଅଙ୍କୁ ସୁଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ଓଡ଼ିଶାବାସୀ ମୋଦିଙ୍କ ପ୍ରତି ଚିର ଋଣୀ, ତାଙ୍କ ଋଣ କେବେ ସୁଝି ହେବନି ବୋଲି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଏଥିସହ ପ୍ରଥମଥର ପାଇଁ ନିଜ ଉପରୁ ବିଜେଡି ଟ୍ୟାଗ ହଟାଇ ନିଜକୁ ସ୍ୱାଧୀନ ବିଧାୟକ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ପୂର୍ବରୁ ବିଜେଡିରେ ଅଛି ବୋଲି ଦୃଢ ସ୍ୱରରେ କହୁଥିବା ପ୍ରଦୀପ ପାଣିଗ୍ରାହୀ ଏଥର କିନ୍ତୁ ନିଜ ସ୍ୱର ବଦଳାଇ ମୁଁ ସ୍ୱାଧୀନ ବିଧାୟକ ବୋଲି କହିଛନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ୱାଧୀନ ବିଧାୟକଙ୍କ ସହ କଥା ହେଉଥିବା ବେଳେ ମୋ’ ସହ କେହି କିଛି ଯୋଗାଯୋଗ କରି ନାହାନ୍ତି। ବିବେକ ଅନୁସାରେ ଦ୍ରୌପଦୀଙ୍କୁ ହିଁ ଭୋଟ ଦେବି । ଅନ୍ୟମାନଙ୍କୁ ବି ଏଥିପାଇଁ ଅପିଲ କରିବା ସହ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମର୍ଥନ କରିବା ଦରକାର ବୋଲି କହିଛନ୍ତି। ତାଙ୍କ ବିରୋଧରେ ଯେପରି ଓଡ଼ିଶାର କୌଣସି ଭୋଟ ନ ଯିବ, ତାହା ଚେଷ୍ଟା କରିବା ଦରକାର ବୋଲି କହିଛନ୍ତି ବିଧାୟକ ପାଣିଗ୍ରାହୀ।

ଆସନ୍ତାକାଲି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କୁ ସମର୍ଥନ ଦେବାକୁ କହି ମୋଦିଙ୍କୁ ପ୍ରଶଂସା ପୋତି ପକାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story