୧୧ ମାସ ପରେ ୧୦୦% କର୍ମଚାରୀରେ ଚାଲିବ ସବୁ ସରକାରୀ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୧୧ମାସ ପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ। କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ସରକାରୀ ଛୁଟି ରହିବ। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ରାଜ୍ୟର ସରକାରୀ ଅଫିସଗୁଡ଼ିକ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ଫେବୃୟାରୀ ପହିଲାରୁ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି […]

social distance office

social distance office

Manoranjan Sial
  • Published: Friday, 29 January 2021
  • Updated: 29 January 2021, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୧୧ମାସ ପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ। କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ସରକାରୀ ଛୁଟି ରହିବ। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ରାଜ୍ୟର ସରକାରୀ ଅଫିସଗୁଡ଼ିକ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ଫେବୃୟାରୀ ପହିଲାରୁ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକରେ ଫେବୃୟାରୀ ପହିଲାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶତପ୍ରତିଶତ କର୍ମଚାରୀ ଓ ଅଫିସରଙ୍କ ଉପସ୍ଥିତ ରହିବ। ତେବେ ପୂର୍ବଭଳି ସମସ୍ତ ଶନିବାର ରାଜ୍ୟ ତମାମ ଛୁଟି ରହିବ। ଯଦି କୌଣସି ବିଭାଗୀୟ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଯୋଗୁ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ନହେବ ତା’ହେଲେ ସମ୍ପୃକ୍ତ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ କର୍ମଚାରୀଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରିପାରିବେ।

ସରକାରୀ ଅଫିସଗୁଡ଼ିକ ପାଇଁ ୨୦୨୦ ଜୁନ୍ ୮ତାରିଖରେ ଜାରି ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କର୍ମଚାରୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୁଅନ୍ତି ସମ୍ପୃକ୍ତ ଅଫିସକୁ ୨୦୨୦ ଜୁଲାଇ ୨୩ତାରିଖରେ ଜାରି ହୋଇଥିବା ପ୍ରୋଟୋକଲକୁ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଳୟଗୁଡ଼ିକରେ ଶତପ୍ରତିଶତ କର୍ମଚାରୀ ରହିଥିଲେ ମଧ୍ୟ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ମାସ୍କ ଓ ସାନିଟାଇଜେସନ୍ କରିବା ପୂର୍ବଭଳି ବାଧ୍ୟତାମୂଳକ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସଠୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଶତପ୍ରତିଶତ ଉପସ୍ଥିତି ଉପରେ କଟକଣା ରହିଥିଲା। ଏପରିକି ଜାନୁୟାରୀ ମାସରେ ମଧ୍ୟ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସଗୁଡ଼ିକରେ ସର୍ବାଧିକ ୭୫ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ନିମନ୍ତେ ଅନୁମତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story