ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଶିଳ୍ପାଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗାମୀ ଦିନରେ ଆଉ ୧୨ଟି ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା ନିମନ୍ତେ ଇଡକୋ ମାଧ୍ୟମରେ ୮ଟି ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଶିଳ୍ପମନ୍ତ୍ରୀ ଶ୍ରୀ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ବର୍ଷରେ ୧୨ଟି ନୂଆ ଶିଳ୍ପାଂଚଳ ପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ୩ଟି ନୂଆ ଶିଳ୍ପାଂଚଳ ପାଇଁ ପ୍ରାୟ ୮୫୧ଏକର ଜମି […]

industri

industri

Manoranjan Sial
  • Published: Saturday, 21 November 2020
  • Updated: 21 November 2020, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗାମୀ ଦିନରେ ଆଉ ୧୨ଟି ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା ନିମନ୍ତେ ଇଡକୋ ମାଧ୍ୟମରେ ୮ଟି ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

ଶିଳ୍ପମନ୍ତ୍ରୀ ଶ୍ରୀ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ବର୍ଷରେ ୧୨ଟି ନୂଆ ଶିଳ୍ପାଂଚଳ ପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ୩ଟି ନୂଆ ଶିଳ୍ପାଂଚଳ ପାଇଁ ପ୍ରାୟ ୮୫୧ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ଜଟଣୀରେ ୨ଟି ସ୍ଥାନ ଓ ଡେରାସ ସାମିଲ ଅଛି। ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ରାୟଗଡ଼ା ଜିଲ୍ଲାର ବୁରୁଜୁଗୁଡ଼ା ଓ ଗୁଣୁପୁର, ଅନୁଗୋଳ ଜିଲ୍ଲାର ବଅଁରପାଳ, ଯାଜପୁର ଜିଲ୍ଲାର ଧର୍ମଶାଳା, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଏବଂ ଜଗତସିଂହପୁର ସଦର, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଓ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ନୂଆ ଶିଳ୍ପାଂଚଳ ସ୍ଥାପନ ପାଇଁ ଇଡକୋ ଜମି ଅଧିଗ୍ରହଣ କରିସାରିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲ ଅଂଚଳରେ ୧୨୦ଏକର ଜମିରେ ପାରାଦୀପ ପ୍ଲାଷ୍ଟିକ ପାର୍କ ସ୍ଥାପନ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବାବେଳେ ଜଗତସିଂହପୁର ସହର ନିକଟସ୍ଥ ନଇପୁରରେ ୧୦ଏକର ଜମି ଶିଳ୍ପାଂଚଳ ପ୍ରତିଷ୍ଠା ପାଇଁ ଅଧିଗ୍ରହଣ ହୋଇଛି। ସେହିପରି ଜଟଣୀର ୧୦ଟି ଗାଁର ୬୩୪ଏକର ଜମିରେ ଇନଫୋଭ୍ୟାଲି ଏବଂ ଖୋଲାଦ୍ୱାରରେ ଶିଳ୍ପାଂଚଳ ପାଇଁ ୫୦ଏକର ଜମି ଅଧିଗ୍ରହଣ ହୋଇଛି। ଡେରାସରେ ସି’ଫୁଡ୍ ପାର୍କ ପାଇଁ ୧୨୦ଏକର ଜମି ମଧ୍ୟ ଅଧିଗୃହୀତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story