୩୪ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା 'କାଳିଆ' ଟଙ୍କା, ଇସାରାରେ କେନ୍ଦ୍ରକୁ ଟାର୍ଗେଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ ଓ ଆର୍ଥିକ ବର୍ଷର ପ୍ରଥମ ଦିନରେ ‘କାଳିଆ’ ଯୋଜନାରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୬୯୩.୯୪ କୋଟି ଟଙ୍କା ଜମା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ପ୍ରଦାନରୁ ତାଙ୍କର ନୂଆ ଆର୍ଥିକ ବର୍ଷର ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ମୁଖ୍ୟମନ୍ତ୍ରୀ ପୁଣି ଥରେ ଚାଷୀମାନଙ୍କୁ ଦେଢ଼ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଓ […]

CM Naveen Patnaik

CM Naveen Patnaik

Ordigital Desk
  • Published: Thursday, 01 April 2021
  • Updated: 01 April 2021, 10:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ ଓ ଆର୍ଥିକ ବର୍ଷର ପ୍ରଥମ ଦିନରେ 'କାଳିଆ' ଯୋଜନାରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୬୯୩.୯୪ କୋଟି ଟଙ୍କା ଜମା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ପ୍ରଦାନରୁ ତାଙ୍କର ନୂଆ ଆର୍ଥିକ ବର୍ଷର ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହିତ ମୁଖ୍ୟମନ୍ତ୍ରୀ ପୁଣି ଥରେ ଚାଷୀମାନଙ୍କୁ ଦେଢ଼ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଓ ସ୍ୱାମୀନାଥନ୍ କମିଟି ସୁପାରିଶକୁ କାର୍ଯ୍ୟକାରୀ ଦାବି ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ଏବେ କାଳିଆ ସହାୟତା ଟଙ୍କା ଦିଆଯାଇଛି।

ଆଜି ନୂଆ ଆର୍ଥିକ ବର୍ଷର ଆରମ୍ଭ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ 'କାଳିଆ'ରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପବିତ୍ର ଓଡ଼ିଶା ଦିବସ। ଆଜି ଠାରୁ ମଧ୍ୟ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦କୋଟି ଟଙ୍କା ଜମା କରାଗଲା। କାଳିଆ ଯୋଜନାରେ ୩୭ ଲକ୍ଷ ଚାଷୀ ଓ ୧୭ ଲକ୍ଷ ଭୂମିହୀନ ଗରିବଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଏହା ଦେଶର ଏକମାତ୍ର ଯୋଜନା ଯାହାକି ଚାଷୀଙ୍କ ସମେତ ଭୂମିହୀନଙ୍କୁ ସହାୟତା ଯୋଗାଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇଭଉଣୀମାନଙ୍କ ସହ ରହିଛନ୍ତି। ସେମାନଙ୍କ ପାଇଁ କାମ କରୁଛନ୍ତି ଓ କରି ଚାଲିବେ ମଧ୍ୟ। ଚାଷୀଙ୍କୁ ଦେଢ଼ ଗୁଣ ଏମଏସପି କାହାର ଦୟା ନୁହେଁ। ଏହା ଚାଷୀର ହକ୍‌। ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି। ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ଜାରି ରହିବ।

ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story