ଟିକା ନେଉ ନାହାନ୍ତି ସ୍ୱାସ୍ଥ୍ୟକର୍ମୀ, ସରକାର ଚିନ୍ତିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ରୁ ସୁରକ୍ଷା ଦେବାକୁ ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଉଛି। ଏବେ ଟିକାର ପ୍ରଥମ ଡୋଜ୍ ଦିଆଯାଉଛି। ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ ତାରିଖରେ ଶେଷ ହେବ। କିନ୍ତୁ ଗତ ସପ୍ତାହରେ ରାଜ୍ୟର କିଛି ଜିଲ୍ଲାରେ ଟିକାକରଣର ସ୍ଥିତି ନୈରାଶ୍ୟଜନକ ରହିଛି। ଦେବଗଡ଼ ଜିଲ୍ଲାରେ ମାତ୍ର ୪୨% ଟିକାକରଣ ହୋଇଥିବା ବେଳେ ଖୋର୍ଦ୍ଧାରେ ୬୧%, ଯାଜପୁରରେ ୬୨%, ଜଗତସିଂହପୁରରେ ୬୬%, ନୟାଗଡ଼ରେ ୬୭%, ଭୁବନେଶ୍ୱର ସହରରେ ୭୬%, କଟକରେ ୭୬%, ସମ୍ବଲପୁରରେ ୭୭% […]

covid-vaccine

covid-vaccine

Jitendra Garnayak
  • Published: Friday, 29 January 2021
  • Updated: 29 January 2021, 04:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ରୁ ସୁରକ୍ଷା ଦେବାକୁ ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଉଛି। ଏବେ ଟିକାର ପ୍ରଥମ ଡୋଜ୍ ଦିଆଯାଉଛି। ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ ତାରିଖରେ ଶେଷ ହେବ। କିନ୍ତୁ ଗତ ସପ୍ତାହରେ ରାଜ୍ୟର କିଛି ଜିଲ୍ଲାରେ ଟିକାକରଣର ସ୍ଥିତି ନୈରାଶ୍ୟଜନକ ରହିଛି।

ଦେବଗଡ଼ ଜିଲ୍ଲାରେ ମାତ୍ର ୪୨% ଟିକାକରଣ ହୋଇଥିବା ବେଳେ ଖୋର୍ଦ୍ଧାରେ ୬୧%, ଯାଜପୁରରେ ୬୨%, ଜଗତସିଂହପୁରରେ ୬୬%, ନୟାଗଡ଼ରେ ୬୭%, ଭୁବନେଶ୍ୱର ସହରରେ ୭୬%, କଟକରେ ୭୬%, ସମ୍ବଲପୁରରେ ୭୭% ଓ କେନ୍ଦୁଝରରେ ୭୮% ଟିକାକରଣ ହୋଇଛି।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀ କିପରି ଟିକା ନେବେ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାର ଚିଠି ଲେଖିଛନ୍ତି। ସମସ୍ତ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଶତପ୍ରତିଶତ ଟିକାକରଣ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟକର୍ମୀମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ଟିକା ନ ନେଲେ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆଉ ମାଗଣା ଟିକା ଦିଆଯିବ ନାହିଁ। ଏହି ବାର୍ତ୍ତାକୁ ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ନିକଟରେ ସ୍ପଷ୍ଟ ଭାବେ ପହଞ୍ଚାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story