ମେଡିସିନ୍‌ ଷ୍ଟୋରରେ ବିକ୍ରି ହେଉଛି ସରକାରୀ ଔଷଧ!

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ମେଡ଼ିକାଲ୍‌ ପରିସରରେ ଥିବା ଔଷଧ ଦୋକାନରେ ବିକ୍ରି ହେଉଛି ସରକାରୀ ଔଷଧ (ଷ୍ଟିଚ୍‌ ସୂତା)! ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲ୍‌ ପରିସରରେ ଥିବା ଏକ ମେଡ଼ିସିନ୍‌ ଷ୍ଟୋର ବିରୋଧରେ ଆସିଛି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ତଦନ୍ତ ଆରମ୍ଭ ହୋଇଛି। ସେପଟେ ମେଡ଼ିସିନ୍‌ ଷ୍ଟୋର ମାଲିକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତ ୨୪ ତାରିଖର ଟିଟିଲାଗଡ଼ ବ୍ଲକ୍ କୁମ୍ଭେଇପଡା ଗାଁର […]

Titilagarh

Titilagarh

Manoranjan Sial
  • Published: Thursday, 02 December 2021
  • Updated: 02 December 2021, 09:43 PM IST

Sports

Latest News

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ମେଡ଼ିକାଲ୍‌ ପରିସରରେ ଥିବା ଔଷଧ ଦୋକାନରେ ବିକ୍ରି ହେଉଛି ସରକାରୀ ଔଷଧ (ଷ୍ଟିଚ୍‌ ସୂତା)! ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲ୍‌ ପରିସରରେ ଥିବା ଏକ ମେଡ଼ିସିନ୍‌ ଷ୍ଟୋର ବିରୋଧରେ ଆସିଛି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ତଦନ୍ତ ଆରମ୍ଭ ହୋଇଛି। ସେପଟେ ମେଡ଼ିସିନ୍‌ ଷ୍ଟୋର ମାଲିକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଗତ ୨୪ ତାରିଖର ଟିଟିଲାଗଡ଼ ବ୍ଲକ୍ କୁମ୍ଭେଇପଡା ଗାଁର ଦୁଖେଶ୍ୱର ସାହୁ ଗଛ କାଟୁଥିଲେ। ତେବେ ଗଛ କଟା ମେସିନ୍‌ଟି ତାଙ୍କ ଉପରେ ପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ଷତ ସ୍ଥାନରେ ଷ୍ଟିଚ୍‌ ପକାଇବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ମେଡିସିନ୍‌ ଦୋକାନରୁ ଷ୍ଟିଚ୍‌ ସୂତା ଆଣିବାକୁ କୁହାଯାଇଥିଲା।

ଦୁଖେଶ୍ୱରଙ୍କ ସମ୍ପର୍କୀୟ ଧୀରଜ ବିଶି ସୂତା ପାଇଁ ମେଡ଼ିକାଲ୍‌ କ୍ୟାମ୍ପସ ପରିଷରରେ ଥିବା ଔଷଧ ଦୋକାନକୁ ଯାଇଥିଲେ। ସେଠାରେ ଔଷଧ ଦୋକାନୀକୁ ଷ୍ଟିଚ ପାଇଁ ବ୍ୟବହାର ହେଉଥିବା ସୂତା ମାଗିଥିଲେ। ଏଥିପାଇଁ ୭୩୦ ଟଙ୍କା ଦେଇଥିଲେ। ଔଷଧ ଦୋକାନଠାରୁ ସୂତା ଆସିବା ପରେ ଷ୍ଟିଚ୍‌ କରାଯାଇଥିଲା। ତେବେ ଷ୍ଟିଚ୍‌ ପାଇଁ ଆସିଥିବା ସୂତା ଉପରେ ‘ବିକ୍ରି ପାଇଁ ନୁହଁ ଓ ସରକାର ତରଫରୁ ଯୋଗାଇ ଦିଆଯାଉଥିବା’ ଲେଖାଯାଇଥିବା ଦେଖିବାକୁ ମିଳିଥିଲା।

ଧୀରଜ ଏନେଇ ହସ୍ପିଟାଲରେ ଉପସ୍ଥିତ ଥିବା ଡାକ୍ତରଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ଡାକ୍ତର ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲେ। ଅନ୍ୟପକ୍ଷରେ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଜିନିଷ ଦୋକାନରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଲେ ପରେ  ଟିଟିଲାଗଡ଼ ହସ୍ପିଟାଲ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଧୀରଜ ଓ ଦୁଖେଶ୍ୱର ଟିଟିଲାଗଡ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି।

ସେପଟେ ମେଡ଼ିକାଲ ଷ୍ଟୋର ମାଲିକ ଏପରି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story