ସାଂସଦ ଓ ବିଧାୟକଙ୍କୁ କିଭଳି ବ୍ୟବହାର ଦେଖାଇବେ ଅଫିସର? ତାଲିମ୍‌ ନେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ବାବୁମାନେ ସାଂସଦ ଓ ବିଧାୟକଙ୍କୁ ଉଚିତ ସମ୍ମାନ ଦେଉନଥିବା ଅନେକ ସମୟରେ ଅଭିଯୋଗ ଆସୁଥିଲା। ଯେଉଁଥିପାଇଁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା। ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ଅଫିସରଙ୍କ ରୁକ୍ଷ ବ୍ୟବହାର ଅଭିଯୋଗକୁ ନେଇ ବିଧାନସଭାର ନୈତିକତା ଗୃହ କମିଟି ଅସନ୍ତୋଷ ପ୍ରକାଶ କରିଥିଲା। ତା’ସହିତ ବୁକ୍‌ ସର୍କୁଲାର-୪୭ର କଡ଼ା ଅନୁପାଳନ କରିବା ଉପରେ ଜୋର ଦିଆଯାଇଥିଲା। ଏହାପରେ ଓଏଏସ୍‌, ଓଆର୍‌ଏସ୍‌, ଓଟିଏଏସ୍‌ ଓ ଅନ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ […]

Loka Seva Bhavan

Loka Seva Bhavan

Manoranjan Sial
  • Published: Monday, 07 February 2022
  • Updated: 07 February 2022, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ବାବୁମାନେ ସାଂସଦ ଓ ବିଧାୟକଙ୍କୁ ଉଚିତ ସମ୍ମାନ ଦେଉନଥିବା ଅନେକ ସମୟରେ ଅଭିଯୋଗ ଆସୁଥିଲା। ଯେଉଁଥିପାଇଁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା। ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ଅଫିସରଙ୍କ ରୁକ୍ଷ ବ୍ୟବହାର ଅଭିଯୋଗକୁ ନେଇ ବିଧାନସଭାର ନୈତିକତା ଗୃହ କମିଟି ଅସନ୍ତୋଷ ପ୍ରକାଶ କରିଥିଲା। ତା’ସହିତ ବୁକ୍‌ ସର୍କୁଲାର-୪୭ର କଡ଼ା ଅନୁପାଳନ କରିବା ଉପରେ ଜୋର ଦିଆଯାଇଥିଲା। ଏହାପରେ ଓଏଏସ୍‌, ଓଆର୍‌ଏସ୍‌, ଓଟିଏଏସ୍‌ ଓ ଅନ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁକ୍‌ ସର୍କୁଲାର-୪୭ ସାମିଲ କରିବା ପାଇଁ ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖିଛି ସଂସଦୀୟ ବ୍ୟାପାର ବିଭାଗ।

ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବ? ତାହା ବୁକ୍‌ ସର୍କୁଲାର-୪୭ ନିୟମାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବୁକ୍‌ ସର୍କୁଲାର କହୁଛି, ସବୁ ଅଧିକାରୀ ଡ୍ୟୁଟି ସମୟରେ ସାଂସଦ ଓ ବିଧାୟକମାନଙ୍କ ସହ କଥାବାର୍ତ୍ତା ବେଳେ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଦେଖାଇବେ। ଯେତେବେଳେ ଜନ ପ୍ରତିନିଧି ଅଫିସରଙ୍କୁ ସାକ୍ଷାତ କରିବାକୁ ଅଫିସ ଆସିବେ, ସେତେବେଳେ ସଂପୃକ୍ତ ଅଫିସର ତାଙ୍କୁ ସମ୍ମାନ ଜଣାଇ ଠିଆ ହେବେ। ସାଂସଦ ଓ ବିଧାୟକ ଜିଲ୍ଲା ଏବଂ ସଦରମହକୁମା ମୁଖ୍ୟାଳୟରେ ଥିବା ସମୟରେ ଅଫିସରମାନେ ପ୍ରତିଦିନ ସେମାନଙ୍କୁ କିଛି ସମୟ ଦେବେ। ସେହିଭଳି ଜନ ପ୍ରତିନିଧିଙ୍କ ଫୋନ ଆସିଲେ, ଅଫିସର ତତ୍କାଳ ଜବାବ ଦେବେ। ଯଦି ଅଫିସରେ ଉପସ୍ଥିତ ନ ଥିବେ, ପରବର୍ତ୍ତୀ ସମୟରେ କଲ କରିବେ ବୋଲି ବୁକ୍‌ ସର୍କୁଲାର-୪୭ ନିୟମାବଳୀରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story