୫ ମାସ ପରେ ସମ୍ୱଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍‌

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ୫ ମାସ ପରେ ସମ୍ବଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍‌। ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ସ୍ୱଭାବିକ ହେବ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲୁଥିବା ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ସମସ୍ତ ସରକାରୀ କାର୍ଯ୍ୟାଳୟ। ଆଜି ବସିଥିବା ଜିଲ୍ଲା ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ସେପ୍ଟେମ୍ୱର ୫ରୁ ବନ୍ଦ ଥିବା ସରକାରୀ କାର୍ଯ୍ୟାଳୟ ଖୋଲିବ। ହେଲେ ପୂର୍ବ ଭଳି ସମ୍ବଲପୁରରେ କୋର୍ଟ, […]

govt-offices-to-resume-work-in-sambalpur-after-five-long-months

govt-offices-to-resume-work-in-sambalpur-after-five-long-months

Manoranjan Sial
  • Published: Monday, 18 February 2019
  • Updated: 18 February 2019, 04:59 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ୫ ମାସ ପରେ ସମ୍ବଲପୁରରେ ଖୋଲିବ ସମସ୍ତ ସରକାରୀ ଅଫିସ୍‌। ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ସ୍ୱଭାବିକ ହେବ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲୁଥିବା ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ସମସ୍ତ ସରକାରୀ କାର୍ଯ୍ୟାଳୟ। ଆଜି ବସିଥିବା ଜିଲ୍ଲା ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ସେପ୍ଟେମ୍ୱର ୫ରୁ ବନ୍ଦ ଥିବା ସରକାରୀ କାର୍ଯ୍ୟାଳୟ ଖୋଲିବ।

ହେଲେ ପୂର୍ବ ଭଳି ସମ୍ବଲପୁରରେ କୋର୍ଟ, କଚେରୀ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ସରକାରୀ କାର୍ଯ୍ୟଳୟ ବନ୍ଦ ରହିବା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos