କଅଁଳ ବୟସରେ କ୍ରାନ୍ତିକାରୀ ଭାଷଣ, ଶୁଣିଲେ ଲୋମ ଟାଙ୍କୁରି ଉଠିବ

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସ୍ୱାଧିନତାର ପ୍ରକୃତ ଅର୍ଥ କ&rsquo;ଣ। &nbsp;ଆମ ଦେଶର ସମ୍ୱିଧାନର ମୂଲ୍ୟ କ&rsquo;ଣ। ଗଣତନ୍ତ୍ର ଦିବସ କାହିଁକି ପାଳନ କରାଯାଏ? &nbsp;ଏ ସବୁ ବୁଝିବା ପାଇଁ&nbsp; ତା&rsquo; ବୟସ ହୋଇନି।&nbsp; କିନ୍ତୁ କୁନି ମୁହଁରେ ସମ୍ବିଧାନର ମହତ୍ୱ ଆଉ ଗାରିମା ଶୁଣିଲେ ଯେ କେହି ବି ଆବାକ୍&zwnj; ହୋଇଯିବ। &nbsp;ଏମିତି ଭାଷଣ କୌଣସି କ୍ରାନ୍ତିକାରୀ ବକ୍ତାର ଓଜସ୍ୱିନୀ ଭାଷଣଠାରୁ ବି &nbsp;କମ୍&zwnj; ନୁହଁ। &nbsp;ଏକ ସ୍ୱରରେ ଏବଂ ଗୋଟିଏ ନିଃଶ୍ୱାସରେ ସେ ବଖାଣି ଯାଉଛି ଗଣତନ୍ତ୍ର ଦିବସର ମହତ୍ୱ। &nbsp;ଜଣେ କୋମଳମତି ଛାତ୍ରୀ ମୁହଁରେ ଏଭଳି କିଛି ଚମତ୍କାର ଭାଷଣ ଏବେ ସୋସିଆଲ ମିଡିଆରେ &nbsp;ପ୍ରଖର ଗତିରେ ଭାଇରାଲ ହେଉଛି। ଝିଅଟିର ନାଁ ହେଉଛି ପ୍ରତ୍ୟାଶା ପତି। &nbsp;ଗଣତନ୍ତ୍ର ଦିବସରେ ନିଜ ସ୍କୁଲରେ ଏହି କୁନି ଝିଅଟି ଦେଇଥିବା ଭାଷଣ ଖୁବ୍&zwnj; ହୃଦୟସ୍ପର୍ଷୀ ଏବଂ ମହତ୍ୱପୂର୍ଣ୍ଣ।</p> <p>ସମ୍ବିଧାନର ପ୍ରଣେତା କିଏ , ସମ୍ବିଧାନ ଗଠନର ଉଦ୍ଦେଶ୍ୟ, ଜାତୀୟ ପତାକାର ମହନୀୟତା ଏ ସବୁ ସେ ଗୋଟି ଗୋଟି କରି ଗର୍ବର ସହ ବଖାଣି ଯାଉଛି। କହିବା ବେଳେ ତା&rsquo;ର ଚାହାଣୀରେ ଫୁଟି ଉଠୁଥିଲା ଦେଶ ପ୍ରେମର ବହ୍ନି। ଭାବଭଙ୍ଗୀରେ ଥିଲା ବୀରତାର ଝଲକ। ଶୁଣିଲେ ଟାଙ୍କୁରି ଯିବ ଲୋମ । &nbsp;ଏବେ ଏହି ଭିଡିଓଟି ଭାଇରାଲ ହେବା ପରେ ଛୁଟୁଛି ପ୍ରଂଶସା। ବର୍ଷିଯାଉଛି ଆଶୀବାର୍ଦ ଆଉ ଶୁଭେଚ୍ଛାର ବର୍ଷା।ଆଜିର ସମାଜରେ ଯେଉଁମାନେ ଧର୍ମ ନାମରେ ବିଭାଜନର ଖେଳ ଖେଳୁଛନ୍ତି &nbsp;, ହୀନ ରାଜନୀତି କରି ଦେଶର ଅଖଣ୍ଡତାକୁ ନଷ୍ଠ କରୁଛନ୍ତି , ସମ୍ପ୍ରଦାୟର ବିଷ ମଞ୍ଜି ବୁଣୁଛନ୍ତି&nbsp; ଏବଂ&nbsp;ସମ୍ବିଧାନର ମୂଲ୍ୟବୋଧକୁ ନଷ୍ଟଭ୍ରଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି କୁନି ପିଲାର ଭାଷଣ ଏକ ଶକ୍ତି ଚାପୁଡ଼ା ଭଳି ମନେ ହେଉଛି।</p>

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 08:59 PM IST
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସ୍ୱାଧିନତାର ପ୍ରକୃତ ଅର୍ଥ କ&rsquo;ଣ। &nbsp;ଆମ ଦେଶର ସମ୍ୱିଧାନର ମୂଲ୍ୟ କ&rsquo;ଣ। ଗଣତନ୍ତ୍ର ଦିବସ କାହିଁକି ପାଳନ କରାଯାଏ? &nbsp;ଏ ସବୁ ବୁଝିବା ପାଇଁ&nbsp; ତା&rsquo; ବୟସ ହୋଇନି।&nbsp; କିନ୍ତୁ କୁନି ମୁହଁରେ ସମ୍ବିଧାନର ମହତ୍ୱ ଆଉ ଗାରିମା ଶୁଣିଲେ ଯେ କେହି ବି ଆବାକ୍&zwnj; ହୋଇଯିବ। &nbsp;ଏମିତି ଭାଷଣ କୌଣସି କ୍ରାନ୍ତିକାରୀ ବକ୍ତାର ଓଜସ୍ୱିନୀ ଭାଷଣଠାରୁ ବି &nbsp;କମ୍&zwnj; ନୁହଁ। &nbsp;ଏକ ସ୍ୱରରେ ଏବଂ ଗୋଟିଏ ନିଃଶ୍ୱାସରେ ସେ ବଖାଣି ଯାଉଛି ଗଣତନ୍ତ୍ର ଦିବସର ମହତ୍ୱ। &nbsp;ଜଣେ କୋମଳମତି ଛାତ୍ରୀ ମୁହଁରେ ଏଭଳି କିଛି ଚମତ୍କାର ଭାଷଣ ଏବେ ସୋସିଆଲ ମିଡିଆରେ &nbsp;ପ୍ରଖର ଗତିରେ ଭାଇରାଲ ହେଉଛି। ଝିଅଟିର ନାଁ ହେଉଛି ପ୍ରତ୍ୟାଶା ପତି। &nbsp;ଗଣତନ୍ତ୍ର ଦିବସରେ ନିଜ ସ୍କୁଲରେ ଏହି କୁନି ଝିଅଟି ଦେଇଥିବା ଭାଷଣ ଖୁବ୍&zwnj; ହୃଦୟସ୍ପର୍ଷୀ ଏବଂ ମହତ୍ୱପୂର୍ଣ୍ଣ।</p><p>ସମ୍ବିଧାନର ପ୍ରଣେତା କିଏ , ସମ୍ବିଧାନ ଗଠନର ଉଦ୍ଦେଶ୍ୟ, ଜାତୀୟ ପତାକାର ମହନୀୟତା ଏ ସବୁ ସେ ଗୋଟି ଗୋଟି କରି ଗର୍ବର ସହ ବଖାଣି ଯାଉଛି। କହିବା ବେଳେ ତା&rsquo;ର ଚାହାଣୀରେ ଫୁଟି ଉଠୁଥିଲା ଦେଶ ପ୍ରେମର ବହ୍ନି। ଭାବଭଙ୍ଗୀରେ ଥିଲା ବୀରତାର ଝଲକ। ଶୁଣିଲେ ଟାଙ୍କୁରି ଯିବ ଲୋମ । &nbsp;ଏବେ ଏହି ଭିଡିଓଟି ଭାଇରାଲ ହେବା ପରେ ଛୁଟୁଛି ପ୍ରଂଶସା। ବର୍ଷିଯାଉଛି ଆଶୀବାର୍ଦ ଆଉ ଶୁଭେଚ୍ଛାର ବର୍ଷା।ଆଜିର ସମାଜରେ ଯେଉଁମାନେ ଧର୍ମ ନାମରେ ବିଭାଜନର ଖେଳ ଖେଳୁଛନ୍ତି &nbsp;, ହୀନ ରାଜନୀତି କରି ଦେଶର ଅଖଣ୍ଡତାକୁ ନଷ୍ଠ କରୁଛନ୍ତି , ସମ୍ପ୍ରଦାୟର ବିଷ ମଞ୍ଜି ବୁଣୁଛନ୍ତି&nbsp; ଏବଂ&nbsp;ସମ୍ବିଧାନର ମୂଲ୍ୟବୋଧକୁ ନଷ୍ଟଭ୍ରଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି କୁନି ପିଲାର ଭାଷଣ ଏକ ଶକ୍ତି ଚାପୁଡ଼ା ଭଳି ମନେ ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos